ଗ୍ୟାସ ଟାଙ୍କି ଫାଟି ୭ ଗୁରୁତର
ଖୋର୍ଦ୍ଧା: ବାଲୁଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟି ଯାଇଛି । ରୋଷେଇ ବେଳେ ନିଆଁ ଲାଗି ଯାଇଥିବା ବେଳେ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଛନ୍ତି । ଗ୍ୟାସରୁ ନିଆଁ ଲାଗିଯିବା!-->…
