ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ
ବାଲେଶ୍ୱର: ଆସିଥିଲା ଡାଟା ଲିକ୍ କରିଥିବା ଅଭିଯୋଗ । ଉଠାଇ ନେଲା ସ୍ପେଶାଲ ସ୍କ୍ୱାର୍ଡ । ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇଛି ସ୍ପେଶାଲ ସ୍କାର୍ଡ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ ଅଟକ ରଖିଛି । ଆଜି ସକାଳେ ଡିଆରଡିଓ ଗେଟ ସମ୍ମୁଖରୁ ଉଠାଇ ଆଣିଥିବା ସୂଚନା!-->…
