Odia News Portal

ଆଜିଠୁ ଯୁକ୍ତ ୨ ଲାଗି ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ୨ ନାମଲେଖା ନେଇ ଆଜିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା । ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତି ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେମ୍ବର ୫ପର୍ଯ୍ୟନ୍ତ ଆବେଦନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକ ମଧ୍ୟରେ ୩୯,୦୬୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର‌୍ୟ୍ୟନ୍ତ ମୋଟ ୩,୧୨,୬୦,୦୫୦ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଦେଶରେ ଦୈନିକ

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୬୯୭କୁ ବୃଦ୍ଧିପାଇଛି। ମୃତକଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୮ ଜଣ ରହିଛନ୍ତି। ସେିହଭଳି ଖୋର୍ଦ୍ଧାରୁ ୧୧ ଓ ସମ୍ବଲପୁର ଜିଲାରେ ୯ ଜଣ କରୋନା

ରାଜ୍ୟରେ ୨୪ ଘଣ୍ଟାରେ ୧୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଥିବା

ଗୋଟିଏ କ୍ଲିକରେ ପଢନ୍ତୁ ୧୮ଟି ବଡ଼ ଖବର

୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା । ୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା

ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ପ୍ରତିବନ୍ଧକ ଆସେ କାହିଁକି ?

ଭୁବନେଶ୍ୱର: ଠିକ କଥା । ଅନେକ ଭକ୍ତ କୁହନ୍ତି ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ବାଧାବିଘ୍ନ ଆସିଥାଏ । ଯେତେବେଳେ ବାବାଙ୍କ କାର୍ଯ୍ୟ କରିବ, ତମ ହାତକୁ ଅଧିକ କାମ ଆସିବ । ସେସବୁକୁ ଗୁଣାତ୍ମକ ଭାବେ ମଧ୍ୟ ଉନ୍ନତ ହୋଇଥିଲେ । ଏପରି ସ୍ଥଳେ ବହୁ ବାଧା ବିଘ୍ନ ମଧ୍ୟ ଆସିଥାଏ । ତେବେ ସେସବୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିବାଦୀୟ ଚାଷ ଆଇନ ରଦ୍ଦ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ମାଗଣା ଆଇନ ସହାୟତା ବର୍ଗରେ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସମ୍ପୃକ୍ତ ଆଇନରେ ସଂଶୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲେ l ଏହି ଅବସରରେ ସାଂସଦ ମହୋଦୟା ନିଜର ଦ୍ୱିତୀୟ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ପ୍ରଧାନମନ୍ତ୍ରୀଙ୍କ

ମିକ୍ସ ଭ୍ୟାକ୍ସିନ ଟ୍ରାଏଲକୁ ମଂଜୁରୀ

ନୂଆଦିଲ୍ଲୀ: ଭାରତରେ ଦୁଇ ଭିନ୍ନ ଭିନ୍ନ ଭ୍ୟାକ୍ସିନର ମକ୍ଟଳର ଟ୍ରାଏଲକୁ ଡିସିଜିଆଇ ଅନୁମତି ଦେଇଛି । ଏହି ଟ୍ରାଏଲ ସିଏମସି, ହେଲୋରରେ କରାଯିବ । ଯେଉଁଥିରେ ଭାରତର କରୋନାର ଟିକାକରଣରେ ବ୍ୟବହାର ହେଉଥିବା ଦୁଇ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନ ଦିଆଯିବ । ଏଥିରେ ସନ୍ଧାନ କରାଯିବ ଯେ,

ଜାଣନ୍ତୁ କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର: ପାଖେଇ ଆସୁଛି ସ୍ୱାଧିନତା ଦିବସ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ଅତିଥିଙ୍କ ନାମ ଚୂଡ଼ାନ୍ତ ହୋଇଛି । କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ, ସେ ନେଇ ସୂଚନା ଜାରି କରାଯାଇଛି । ବରଗଡ଼ରେ ଅର୍ଥ ମନ୍ତ୍ରୀ