Odia News Portal

ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଫେରିବା ପରେ ଲୋକମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଏବଂ ବର୍ତ୍ତମାନ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି । ଏହା ପରେ ସାଧାରଣ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ…

ପୁଣିଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ବିଧାନସଭାର ସବୁ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ବିଧାନସଭା ପରିସରରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାୟକ, ସେମାନଙ୍କ ଡ୍ରାଇଭର, ପିଏସଓ, ଅଫିସର ଓ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର: ବିଚ୍ ରାସ୍ତାରେ ପିଟିଲେ, ବିଜେଡିରୁ ତଡ଼ା ଖାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ପରେ ବିଜେପି ପକ୍ଷରୁ ବିଧାୟକଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ । ଯଦିଓ ବିଜେଡ଼ିରୁ…

ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତନା ଦିବସ ପାଳିତ

ଜଟଣୀ: ସର୍ବ ଭାରତୀୟ ରେଳବାଇ ପୁରୁଷ ମହାସଂଘର ଆହ୍ୱାନ କ୍ରମେ ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ଦ୍ୱାରା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସମ୍ମୁଖରେ 'ଚେତନା ଦିବସ' ପାଳିତ ହୋଇଯାଇଛି । ଏହି ଦିବସକୁ ଏକ ବିଶେଷତା ପ୍ରଦାନ ପାଇଁ ରେଳବାଇ ପୁରୁଷ ସଂଘଠନର ସାଧାରଣ ସମ୍ପାଦକ ପି. କେ.…

ବସ୍ତିକୁ ଗଲେ, ଲୋକଙ୍କୁ ବୁଝାଇଲେ

ଜଟଣୀ: କମିଶନରେଟ୍ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ଏୟାରଫିଲଡ ପୋଲିସ ସ୍ଥାନୀୟ ଖଣ୍ଡୁଆଳ ବସ୍ତିକୁ ଯାଇଥିଲେ।ବସ୍ତିରେ ଛୋଟ ଛୋଟ ପିଲା ମାନଙ୍କୁ ଖାତା,ପେନ ବାଣ୍ଟିବା ସହ ବସ୍ତି ମୁରବୀମାନଙ୍କ ସହ ଥାନା ଅଧିକାରୀ ସିଧାସଳଖ…

ଅନୁଭବଙ୍କ ମହାନତା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସାଂସଦ । କେନ୍ଦ୍ରାପଡ଼ାରୁ କାମସାରି କଟକ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ପଣସକଣା ନିକଟରେ ଜଣେ ଫତେପୁର…

ପ୍ରକାଶ ପାଇଲା ଭାରତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ୨୦୨୧, ଜାଣନ୍ତୁ କେଉଁ ଶିକ୍ଷାନୁଷ୍ଠାନ କେତେ ନମ୍ବର ସ୍ଥାନରେ ରହିଛି

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ୨୦୨୧ । ବେଙ୍ଗାଲୁରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଶ୍ରେଷ୍ଠ ୟୁନିଭରସିଟି ହୋଇଛି । ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ୟୁନିଭରସିଟି ଦ୍ୱିତୀୟ ଶ୍ରେଷ୍ଠ ୟୁନିଭରସିଟି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ…

ଧାରଣାରେ ବିଜେଡି ବିଧାୟକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ଶେଷ ଦିନରେ ଚାଲିପାରିଲାନି ଗୃହ । ବିରୋଧୀ ଓ ଶାସକ ଦଳହୋଇଛନ୍ତି ମୁହାଁମୁହିଁ । ଆଜି ଗୃହ କାର‌୍ୟ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି…

ପୁଣି ଓଡ଼ିଶାରେ ଆନ୍ଧ୍ରର ଦାଦାଗିରି

ଗଜପତି: ଦିନକୁ ଦିନ ବଢ଼ିବାରେ ଲାଗିଛି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ସୀମାରେ ପଶିଲା ଆନ୍ଧ୍ର। ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଥିବାବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୨୬୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୦,୫୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆଉ ୩୩୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ…