Odia News Portal

ଦେଶ ପାଳୁଛି କାରଗିଲ ବିଜୟ ଦିବସ

ଆଜି କାର୍ଗିଲ ବିଜୟ ଦିବସ । ଦେଶ ଆଜି ୨୨ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି  । ଏହି ଅବସରରେ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସଂ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦିଲ୍ଲୀରେ ନେସନାଲ ୱାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନା

ତୀରନ୍ଦାଜରେ ଭାରତର ଦମଦାର ପ୍ରଦର୍ଶନ

ତୀରନ୍ଦାଜୀରେ ଭାରତୀୟ ପୁରୁଷ ଟିମର ଉଚ୍ଚକୋଟିର ପ୍ରଦର୍ଶନ । ଟୋକିଓ ଅଲିମ୍ପିକ୍ସର ୪ର୍ଥ ଦିନରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପୁରୁଷ ଟିମ୍ । ଭାରତୀୟ ପୁରୁଷ ତୀରନ୍ଦାଜୀ ଟିମ ପ୍ରି-କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଛି । ଟିମ ପ୍ରଥମ ୨ଟି ସେଟ ନିଜର ନାଁରେ କରିଥିଲା । ମାତ୍ର ୩ୟ ସେଟରେ

ନଜର ପକାନ୍ତୁ ଆଜିର ମୁଖ୍ଯ ଖବର ଉପରେ…

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍।

ପ୍ରଥମ ଟି୨୦ ଜିତିଲା ଭାରତ

କଲମ୍ବୋ: ପ୍ରଥମ ଟି୨୦ ଜିତିଲା ଭାରତ। ଘରୋଇ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଛି। ୧୬୫ ରନର ଲକ୍ଷକୁ ପିଛା କରିବାକୁ ଯାଇ ୨୨୬ରେ ଅଲଆଉଟ ହୋଇଛି ଦଳ। ୩ ମାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ୱିକେଟ ନେଇଥିଲେ। ସେପଟେ ସୂର୍ୟ୍ଯ କୁମାର

ଗଛକଟାରୁ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ପଂଚାୟତ ସାନତାଳପଦା ଗ୍ରାମ ରେ ଗଛ କଟାକୁ କେନ୍ଦ୍ର କରି ଜାୟନିକ ଯୁକକଙ୍କୁ ସାଙ୍ଗବଧ ଭାବେ ଆକ୍ରମଣ । ସୂଚନାଯୁଗ୍ୟ ସାନତାଳପଦା ଗ୍ରାମର ଜଳଧର ଜେନାଙ୍କ ପୁଅ ଜୟନ୍ତ ଜେନାଙ୍କୁ ସଙ୍ଗବଧ ଭାବେ ଆକ୍ରମଣ ତାଙ୍କ ଘର ପାଖରେ ଥିବା ଅନିଲ

ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ କାମ କରେନି କୌଣସି ବୈଦୁତିକ ଉପକରଣ

ଭୁବନେଶ୍ୱର: ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା

ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ‘ସବୁଜ ଦିବସ’ ପାଳିତ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ରହିଥାଏ । ଯାହାକୁ ଆଧାର କରି ରାଜଧାନୀସ୍ଥିତ ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ପାଳିତ ହୋଇଛି ସବୁଜ ଦିବସ । ପରିବେଶକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । କରୋନା କାଳରେ ଲୋକେ

ବରିଷ୍ଟ ବିଜେଡ଼ି ନେତା କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ଯାଜପୁର: ବରିଷ୍ଟ ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇଥିବା ଜନନାୟକ କଳ୍ପତରୁ ଦାସଙ୍କ ଆଜି ହେଉଛି ଷଷ୍ଠ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ଟି ସ୍ଥାନରେ ଆୟୋଜନ କରାଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଓଡ଼ିଶା ମୋ ପରିବାର ଓ

ଟୋକିଓ ଅଲିମ୍ପିକ୍ସ, ସେମିଫାଇନାଲରେ ଅର୍ଜୁନ ଓ ଅରବିନ୍ଦ

ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ କୌଣସି ବି ଭାରତୀୟ ନୌଚାଳକ ସେମିରେ ପ୍ରବେଶ କରି ପାରିନଥିଲେ । ଏହା