ଆଫଗାନିସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଝିରେ ଲାଗିଲା ପରଦା
କାବୁଲ: ପଞ୍ଜଶୀରରେ ପତାକା ଉଡ଼ାଇବା ପରେ ଯୁଦ୍ଧ ବିରାମ ଘୋଷଣା କରିଛି ତାଲିବାନ। ଏପଟେ ଆଫଗାନିସ୍ତାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ କ୍ଲାସ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବି ଆରମ୍ଭ କରିଛନ୍ତି। ହେଲେ ଶ୍ରେଣୀ ଗୃହର!-->…
