Odia News Portal

ବିଜୟ ବାଟରେ ବିରାଟ ବାହିନୀ

ଓଭାଲ: ବିଜୟ ପଥରେ ଭାରତ । ଚତୁର୍ଥ ଟେଷ୍ଟ ବିଜୟ ପଥରେ ରହିଛି ବିରାଟ ବାହିନୀ । ଶେଷ ଦିନରେ ଘରୋଇ ଇଂଲଣ୍ଡକୁ ୨୯୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ପ୍ରତମରୁ ଭଲ ବ୍ୟାଟିଂ ଜାରି ରଖିଥିଲେ ଓପନର ବ୍ୟାଟ୍ସମ୍ୟାନ । ୧୦୦ ରନର ପାଟନରସିପ କରିଥିଲେ । ତେବେ ପରେ ଭାରତର ଦୃଢ଼ ବୋଲିଂ ଆଗରେ…

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର…

ଦାବି ପୂରଣ ନହେଲେ ବିଧାନସଭା ଘେରିବାକୁ ଚେତାବନୀ ଦେଲା ମା’ ବୁଢ଼ୀ ଠାକୁରାଣୀ କିନ୍ନର ସଂଘ

ଢେଙ୍କାନାଳ: ଜିଲ୍ଲାର କିନ୍ନର ସଙ୍ଗଠନ ତରଫରୁ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ କିନ୍ନରମାନଙ୍କ ସୁରକ୍ଷା , ସମ୍ମାନ ଏବଂ ଅଧିକାର ନେଇ ରାଜ୍ୟ ସରକାରଙ୍କ ଦାବି ଉପସ୍ଥାପନ କରାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ…

ରାଜ୍ୟରେ ବଢ଼ୁଛି ଅପରାଧ, ଗୃହରେ ତଥ୍ୟ ରଖିଲେ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ବଢ଼ୁଛି ଅପରାଧ, ଲୋକେ ଭୟଭୀତ । ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗି ଅପରାଧ । ଚୋରୀଠାରୁ ଆରମ୍ଭ କରି ଦୁଷ୍କର୍ମ । ସବୁ ଅପରାଧ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ବଢୁଥିବା ଅପରାଧ ଗ୍ରାଫକୁ ଦେଖି ରାଜ୍ୟ ପୋଲିସ୍ ର ପାରିବା ପଣିଆ ଉପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ…

୧୩ରେ କଟକ ବନ୍ଦ

କଟକ: ଆସନ୍ତା ୧୩ ତାରିଖରେ କଟକ ବନ୍ଦ । ବନ୍ଦ ଡାକରା ଦେଲା କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ନଗର ବିଜେପି । ଏନେଇ ସୂଚନା ଦେଇଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବୁଡୁ ।

ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ । କେତେବେଳେ ଚୋରୀ ତ ଆଉ କେତେବେଳେ ରାହାଜାନୀ । ଏହାରି ଭିତରେ ଏଟିଏମ ଭାଙ୍ଗି ଲୁଟ୍ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର…

ବିଧାନସଭାରେ ଉଠିଲା ରାଜ୍ୟର ଋଣଭାର, ଜାଣନ୍ତୁ ଓଡ଼ିଶା କେତେ କୋଟି ଟଙ୍କାର ଋଣଭାର ସହୁଛି

ଭୁବନେଶ୍ୱର: ଚାଲିଛି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଆଲୋଚନା । ତେବେ ରାଜ୍ୟ ଏବେ ଋଣଭାର ସହୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ରହିଛି ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଏହାର ଆକଳନ କରାଯାଇଛି। ୨୦୧୧-୧୨…

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କହିଲେ ଖୁବଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱେଶର ଟୁଡୁ । ୬ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଟୁଡୁ । ଭୁବନେଶ୍ୱର…

ପଞ୍ଜଶିର କବଜା କଲା ତାଲିବାନ

କାବୁଲ:ବଢ଼ୁଛି ତାଲିବାନିଙ୍କ ଆତଙ୍କ । ପଞ୍ଜଶିର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିଛି । ଆଫଗାନିସ୍ଥାନର ସମସ୍ତ ଅଞ୍ଚଳକୁ କବଜା କାରିବା ପରେ ତାଲିବାନ ପଞ୍ଜଶିରକୁ କବଜା କରିବାରେ ଅସମର୍ଥ ରହିଥିଲା । ମାତ୍ର ଆଜି ତାଲିବାନ ସେଠାରେ ବିଜୟର ବାନା ଉଡାଇଛି । ଏନେଇ ତାଲିବାନ ମିଲିଟାରୀ…

ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଟିକାକରଣରେ ରେକର୍ଡ କରିଛି । ଟୀକାକରଣରେ ଭୁବନେଶ୍ୱରକୁ ମିଳିଛି ବଡ ସଫଳତା । ଏହାସହିତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୩୨,୬୧୪ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟୀକା…