Odia News Portal

ଦେଶରେ ଦିନକରେ ୫୩୩ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୫ ଶହରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨

ରାଜ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୭୭୫କ୍ୱାରେଣ୍ଟାଇନ୍ରୁ

ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ସୁନ୍ଦରଗଡ ଓ ପୁରୀ ଜିଲାରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। କଟକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଚ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ସବୁ ଦିଗରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ

ଜବରଦସ୍ତ ବିଜୟ ସହ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ

ନିୟମ ନମାନିଲେ ପୁଣି ଲକଡାଉନ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସମ୍ପୂର୍ଣ୍ଣ ଭାବେ କମି ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କରୋନା କଟକଣାକୁ ମାନି ଚଳିବା ସହ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ମାନି ଚଳିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । କୋଭିଡ

ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ରାଜ୍ୟର କିଛି ଧର୍ମାନୁଷ୍ଠାନ ଖୋଲିଛି । ତେବେ ଶ୍ରୀମନ୍ଦିର କେବେ ଖୋଲିବ ତାକୁ ନେଇ ସବୁଠି ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ଆସନ୍ତା ୧୬ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ । ପ୍ରଥମ ୫ଦିନ କେବଳ ପୁରୀ ବାସୀ

ଭଦ୍ରକ ସ୍ୱଂୟ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିଲେ ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ

ଭଦ୍ରକ: ଆସନ୍ତାବର୍ଷ ହେବାକୁ ଯାଉଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି । ତେବେ କିଭଳି ଭାବରେ ଏହାକୁ ପାଳନ କରାଯିବ ଏନେଇ ଆଲୋଚନା କରିବାକୁ କଲେଜର ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ । ତେବେ ଡାଇମଣ୍ଡ ଜୁବୁଲି ଅବସରରେ କିଭଳି ରାଜ୍ୟ

ଆଜି ସଦ୍ଧ୍ୟା ୭ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସଦ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ସଦ୍ଧ୍ୟା ୭ଟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ କଣ ସମ୍ବୋଧନ କରିବେ ତାଉପରେ ସମସ୍ତଙ୍କ ନଜର । ତେବେ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ବୋଲି କୁହାଯାଉଛି

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତିଛି

ଟୋକିଓ: ସଂପ୍ରତି ଚାଲିଥିବା ଅଲିମ୍ପିକ୍ସକୁ ନେଇ ସବୁଠି ଚର୍ଚ୍ଚା । ପଦକ ଲାଗି ସବୁ ଦେଶ ମଧ୍ୟରେ ଲାଗିଛି କଡା ଟକ୍କର । ଦେଶର ଟେକକୁ ରଖିବା ଲାଗି ଜି ଜାନ ଲଗାଇ ଦେଉଛନ୍ତି ଖେଳାଳୀ । ତେବେ ଏହି ପଦକ ତାଲିକାରେ ଉପରେ ରହିଛି ଚାଇନା । ଚାଇନା-ସ୍ୱଣ୍ଣ- ୩୨, ରୌପ୍ୟ- ୨୧, ବ୍ରୋଞ୍ଚ ୧୬