Odia News Portal

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତିଛି

ଟୋକିଓ: ସଂପ୍ରତି ଚାଲିଥିବା ଅଲିମ୍ପିକ୍ସକୁ ନେଇ ସବୁଠି ଚର୍ଚ୍ଚା । ପଦକ ଲାଗି ସବୁ ଦେଶ ମଧ୍ୟରେ ଲାଗିଛି କଡା ଟକ୍କର । ଦେଶର ଟେକକୁ ରଖିବା ଲାଗି ଜି ଜାନ ଲଗାଇ ଦେଉଛନ୍ତି ଖେଳାଳୀ । ତେବେ ଏହି ପଦକ ତାଲିକାରେ ଉପରେ ରହିଛି ଚାଇନା । ଚାଇନା-ସ୍ୱଣ୍ଣ- ୩୨, ରୌପ୍ୟ- ୨୧, ବ୍ରୋଞ୍ଚ ୧୬

ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।

ରବି ଦହିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସରେ ରେସଲିଂରେ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳୀ ରବିକୁମାର ଦହିଆ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ଟ୍ୱିଟର ପେଜରେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା

ଗୋଟିଏ ଦିନ ଲାଗି ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ସଭାପତି । ଏହି କ୍ରମରେ ଆଜି ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି ।

ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଟ୍ରଫ୍-ଲାଇନ୍ ଏବେ ପୂର୍ବରେ ଉତ୍ତରମୁହାଁ ହୋଇଛି । ଏହା ଏବେ ବିହାର, ଉତ୍ତରବଙ୍ଗ, ବାଂଲାଦେଶ ମଧ୍ୟ ଦେଇ ଗତି କରୁଛି । ଏଣୁ ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିଛି । ସେହିପରି ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମୁଦ୍ର ପତ୍ତନଠାରୁ

ଅକ୍ଟୋବର ୨୪ରେ ଭାରତ ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ବଡ ଓ ଖୁସି ଖବର ଆସିଛି । ଭାରତ ଓ ପାକିସ୍ତାନ ଟିମ ପୁଣି ଥରେ କ୍ରିକେଟ ମଇଦାନରେ ସାମ୍ନାସାମ୍ନି ହେବେ । କ୍ରିକେଟ ଏହି ଦୁଇ ଟିମ ମଧ୍ୟରେ ୨୪ ଅକ୍ଟୋବର ରେ ଦୁବାଇରେ ଲିଗ ମ୍ୟାଚ ହେବ । ଟି୨୦ ବିଶ୍ୱ କପ୍ ଆରମ୍ଭ ଚଲିତ ବର୍ଷ ୧୭ ଅକ୍ଟୋବର ୟୁଏଇରେ

ରେସଲିଂ ଫାଇନାଲରେ ରବି ଦହିଆ

ଟୋକିଓ: ଭାରତର ଆଉ ଏକ ପଦକ ନିଶ୍ଚିତ । ରେସଲିଂରେ ଫାଇନାଲରେ ପ୍ରବେଶ କରିଛନ୍ତି ରବି ଦହିଆ । ସେମିରେ କାଜାଖସ୍ତାନର ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ତେବେ ଫାଇନାଲ ହାରିଲେ ମଧ୍ୟ ରୌପ୍ୟ ପଦକ ସୁନିଶ୍ଚିତ । ତେବେ

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପୁରୀ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଲା ପୋଲିସ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଅଘଟଣ ।

କରୋନା କଟକଣା ମଧ୍ୟରେ ଖୋଲିଲା ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ଲାଗି ଦୀର୍ଘଦିନ ହେବ ବନ୍ଦ ହୋଇ ପଡି ରହିଥିବା ଧର୍ମାନୁଷ୍ଠାନ ଆଜିଠାରୁ ଖୋଲିଛି । ଉପାନ୍ତରୁ ଉପକୂଳର ପ୍ରାୟ ଧର୍ମାନୁଷ୍ଠାନ ଖୋଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିଥିବା ବେଳେ କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ମନ୍ଦିର ମଧ୍ୟ

ଓଡ଼ିଶା ଆସିବା ଉପରୁ ଉଠିଲା କଟକଣା

ଭୁବନେଶ୍ୱର: ହଟିଲା କରୋନା କଟକଣା। ଓଡ଼ିଶା ଆସିବା ପାଇଁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ। କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର। ଏବେ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ଆଣ୍ଟିଜେନ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। ଏନେଇ