କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୨୦୨୦ ଗ୍ରୀଷ୍ଣକାଳୀନ ପାରା ଅଲମ୍ପିକ୍ସ
ଜାପାନରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଛି ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ । ୧୬୨ଦେଶର ୪,୪୦୦ କେଳାଳୀ ଏଥିରେ ଅଶଂ ଗ୍ରହଣ କରିକ ନିଜ ଦେଶ ପାଇଁ ପଦକ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବରେ!-->…
