ଋଷିଆ ଯାଇଥିବା ବିମାନ ନିଖୋଜ, ୨୮ ଜଣ ଯାତ୍ରୀ ଥିବା ସୂଚନା
ନୂଆଦିଲ୍ଲୀ: ୨୮ ଜଣଙ୍କୁ ନେଇ ଯାଉଥିବା ରୁଷିଆର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି । ରୁଷିଆର ସୁଦୂର ପୂର୍ବ ଭାଗରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଏଏନ-୨୬ ବିମାନଟି ପେତ୍ରୋପାଓଲୋଭସ୍କ-କାନଚାସ୍କିରୁ ପାଲାନା ଅଭିମୁଖେ ମଙ୍ଗଳବାର ଉଡାଣ କରିଥିଲା । କିନ୍ତୁ ତାହା ଧାର୍ୟ୍ୟ!-->…
