ରକ୍ଷା ବନ୍ଧନରେ ଦୁଇଟି ଶୁଭ ଯୋଗ
ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ରକ୍ଷା ବନ୍ଧନ । ଭାଇ ଭଉଣୀଙ୍କ ଲାଗି ପବିତ୍ର ଦିନଟିଏ । ତେବେ ଏହି ପବିତ୍ର ଦିରେ ପଡୁଛି ଦୁଇଟି ଶୁଭ ଯୋଗ ।ଚଳିତ ବର୍ଷ ରକ୍ଷା ବନ୍ଧନରେ ଦୁଇଟି ଶୁଭ ଯୋଗ ପଡୁଛି । ପ୍ରଥମଟି ଶୋଭନ ଯୋଗ । ଯାହା ୨୨ ତାରିଖ ସକାଳ ୧୦ ଟା ୩୪ ପର୍ଯ୍ୟନ୍ତ ରହୁଛି । ଶୋଭନ ଯୋଗକୁ!-->…
