ଭିଜିଲାନ୍ସ ପଞ୍ଝାରେ ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଖୋଦ୍ ଭିଜିଲାନ୍ସ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର । ଗୋଟିଏ ପୁରୁଣା ମାମଲା ରଫାଦଫା କରିବା ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଆଶୁତୋଷ ମିଶ୍ରଙ୍କୁ ଧରିଛି । ମିଳିଥିବା ସୂଚନା ଅନୁସାରେ ମହୁଲପାଟଣା!-->…
