Odia News Portal

ସରିଲା ମେରିକୋମଙ୍କ ଯାତ୍ରା

ଟୋକିଓ: ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୨୧ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମେରି କୋମ ପ୍ରି-କ୍ୱାର୍ଟର ଫାଇନାଲରେ ହାରିଛନ୍ତି । ମହିଳା ଫ୍ଲାଏୱେଟ୍ (୪୮-୫୧ କିଲୋଗ୍ରାମ) ଇଭେଣ୍ଟରେ ସେ କଲମ୍ବିଆର ବକ୍ସର ଏବଂ ୨୦୧୬ ରିଓ ଅଲିମ୍ପିକ୍ ପଦକ ବିଜେତା ଇନଗ୍ରିଟ୍ ଭାଲେନ୍ସିୟାଙ୍କୁ ୩-୨ ରେ ପରାସ୍ତ କରିଥିଲେ । ଗତ ୧୬ ଟି ମ୍ୟାଚରେ ପ୍ରଥମ ସେଟ୍ ହରାଇବା ପରେ ମେରି କୋମ୍ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍ ଜିତିଥିଲେ । କିନ୍ତୁ ଶେଷ ସେଟ୍ରେ ପୁଣିଥରେ ଇନଗ୍ରିଟ୍ ତାଙ୍କୁ ଛାଇ ଦେଇଥିଲେ।