ବିଜେଡି ହାତରୁ ଖସିଗଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷ ପଦ
ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଶକ୍ତ ଝଟକା। ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ମହାକାଳପଡ଼ାରେ ବିଜେଡି ନିଜର ଗଡ଼ ରକ୍ଷା କରିବାରେ ଅସଫଳ ହୋଇଛି। ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଧ୍ୟକ୍ଷ ପଦ।
ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା!-->!-->!-->…
