Odia News Portal

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଯାତ୍ରା ଟିକଟ ମିଳି ନଥିଲେ ବି କ୍ଷତିପୂରଣ ଦେବ ରେଳବାଇ

ଯାତ୍ରା ଟିକଟ ଉଦ୍ଧାର ହୋଇ ନଥିଲେ ବି ରେଳବାଇ କ୍ଷତିପୂରଣ ଦେବ। ଚଳନ୍ତା ଟ୍ରେନ୍‌ରୁ ପଡ଼ି ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ଦରଖାସ୍ତ ଦାଖଲ ହେବା ତାରିଖଠାରୁ କ୍ଷତିପୂରଣ ରାଶି ଦେବା ସମୟ…

ଦକ୍ଷିଣ ଭାରତର  ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିର

ଦକ୍ଷିଣ ଭାରତରେ ଥିବା ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରକୁ ଏହାର ଉନ୍ନତ ସ୍ଥାପତ୍ୟ ଶୈଳୀ ଏବଂ ସୌନ୍ଦର୍ଯ୍ୟ ଯୋଗୁଁ ପୃଥିବୀର ବୈକୁଣ୍ଠ କୁହାଯାଏ । ଏହା ତିରୁଭରଙ୍ଗମ୍, ତିରୁପତି, ପେରିଆକୋଇଲ୍ ଏବଂ ଅନ୍ୟାନ୍ୟ ନାମରେ ମଧ୍ୟ ଜଣାଶୁଣା । ମନ୍ଦିରର ଗଠନ ଏବଂ ଭାସ୍କର୍ଯ୍ୟ ଯେତେ ସୁନ୍ଦର, ଏହାର…

ଆଫଗାନିସ୍ତାନରେ ପାକ୍‌ର ଏୟାର୍ ଷ୍ଟ୍ରାଇକ୍‌

କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣର ସମୟ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ ମୁତ୍ତାକିଙ୍କ ପ୍ରଥମ ଭାରତ…

ଭାରତରୁ ପାକ୍‌କୁ ଚେତାବନୀ ଦେଲେ  ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍‌ ମୁତ୍ତାକି

ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର୍‌ ଖାନ୍‌ ମୁତ୍ତାକି ଏବେ ଭାରତ ଗସ୍ତରେ ଥିବାବେଳେ ପାକିସ୍ତାନ କାବୁଲ ଉପରେ ଏୟାର ଷ୍ଟ୍ରାଇକ୍ କରି ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିଛି। ଭାରତରେ ଥିବା ମୁତ୍ତାକି ଏହି ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି,…

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ, ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରୁଛନ୍ତି ନଷ୍ଟ

ଜଙ୍ଗଲ ଛାଡ଼ି ଗାଁ ମୁହାଁ ହାତୀପଲ । ଅନୁଗୁଳରେ ହାତୀପଲଙ୍କ ଉତ୍ପାତ । ହାତୀପଲଙ୍କୁ ଦେଖି ଭୟଭୀତ ଲୋକେ । ଅନୁଗୁଳ ଜିଲ୍ଲା ନୂଆ ସାହି, କାଙ୍ଗୁଲା ଓ ଗୋପୀନାଥପୁର ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଶହଶହ ହେକ୍ଟର ଧାନ ଗଛ ଦଳିଚକଟି କରି ଧାନ ଫସଲ କ୍ଷୟକ୍ଷତି କରିଛନ୍ତି। ଖାଦ୍ୟ…

ଆଜି ଜାତୀୟ ଡାକ ଦିବସ: ହଜିଗଲାଣି ପୋଷ୍ଟ କାର୍ଡ , ଲୁଚିବାକୁ ବସିଲାଣି ଲେଟର ବକ୍ସ

ପୋଷ୍ଟ କାର୍ଡ , ଇଂଲଣ୍ଡ ଲେଟରରେ ଚିଠି ପଠାଇବା ପରମ୍ପରା ଧୀରେ ଧୀରେ ଲୋପ ପାଇ ଗଲାଣି କହିଲେ ଚଳେ । ଫଳରେ ପୋଷ୍ଟ କାର୍ଡ ଆଉ ପୋଷ୍ଟାଲ ଷ୍ଟାମ୍ପ ବେପାର ବହୁ ମାତ୍ରାରେ କମି ଯାଇଛି । ଲେଟର ବକ୍ସ ମଧ୍ୟ ଲୋକଙ୍କ ଆଖିରୁ ଦୂରେଇ ଗଲାଣି । ପୋଷ୍ଟ ଅଫିସ ଛାଡ଼ିଦେଲେ ଆଉ କୈାଣସି ଛକରେ…

ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ। ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଥିବା ସୂଚନା। ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ରାଜନଗର ସାତଭାୟା ସମୁଦ୍ରରେ…

ସିବିଆଇ ହାତରେ ଧରା ପଡ଼ିଲେ ବନ୍ଧମୁଣ୍ଡା ଆରପିଏଫ ଯବାନ

ଆଜି ସକାଳେ ରାଉରକେଲା ସିବିଆଇ ଟିମ ରାଉଲକେଲା ବିଶ୍ରା ଛକ ଠାରେ ବନ୍ଧମୁଣ୍ଡା ଆରପିଏଫ ଥାନାର ଜଣେ ଆରପିଏଫ ଯବାନ ମହମ୍ମଦ ଅସରାରଙ୍କୁ ଜଣେ ବେପାରୀଠୁ ୧୫ ହାଜର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଗିରଫ କରିଛି। ଗିରଫ ଆରପିଏଫ ଯବାନଙ୍କୁ ସିବିଆଇ ଟିମ ଗିରଫ କରି ରାଉଲକେଲା ସିବିଆଇ କାର୍ଯ୍ୟାଳୟକୁ…

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷାରେ ବଡ଼…

ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ; ବନ୍ୟପ୍ରାଣୀ ସଂରକ୍ଷଣ ସାମୂହିକ ଦାୟିତ୍ୱ ହେଉ: ରାଜ୍ୟପାଳ

ଯେତେବେଳେ ଏକ ଜଙ୍ଗଲକୁ ସୁରକ୍ଷା ଦେଉ ସେତେବେଳେ ଆମେ ଆମର ଜଳଛାୟାକୁ ସୁରକ୍ଷିତ କରୁ। ସେହିପରି ଯେବେ ଆମେ ଏକ ପ୍ରଜାତିକୁ ରକ୍ଷା କରୁ, ଆମେ ପରିବେଶଗତ ସନ୍ତୁଳନକୁ ରକ୍ଷା କରିଥାଉ। ସେହିଦୃଷ୍ଟିରୁ ମଣିଷ ଓ ବନ୍ୟପ୍ରାଣୀଙ୍କ କଲ୍ୟାଣ ପ୍ରାକୃତିକ ସମନ୍ୱୟର ଅବିଚ୍ଛେଦ୍ୟ ଅଂଶ। ‌ତେଣୁ…