Odia News Portal

ICCକୁ ଗାଭାସ୍କରଙ୍କ ପରାମର୍ଶ, WTC ଫାଇନାଲ ମ୍ୟାଚ ଡ୍ର ହେଲେ ନିଅନ୍ତୁ ଏହି ନିଷ୍ପତି

ସାଉଥମ୍ପଟନ୍‌: ବିଶ୍ୱ ଶେଷ୍ଟ ଚାମ୍ପିୟନସିପର ଆଜି ହେଉଛି ଅନ୍ତିମ ଦିବସ । ଖେଳ ଆରମ୍ଭ ଦିନରୁ ବର୍ଷା ବାଧକ ସାଜିଛି । ପ୍ରଥମଥର ଲାଗି ଏତେ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ଆଇସିସି । ତେବେ ଲଗାତାର ବର୍ଷା ପ୍ରଭାବରୁ ଖେଳ ହେଉନାହିଁ । ତେବେ ଫାଇନାଲ ମ୍ୟାଚ ଡ୍ର ହେବା ଏକପ୍ରକାର

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟିଏ ଦିନ ପରେ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି

ଆଗାମୀ ୫ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର: ବଙ୍ଗୋପସାଗର ଏବଂ ବଙ୍ଗଳାଦେଶେ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ହେବ ବୋଲି

ପଞ୍ଚମ ଦିନ ଖେଳ ଆରମ୍ଭରୁ ଭାରତକୁ ସଫଳତା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ଅନ୍ତିମ ଦିନ । ଲଗାତାର ବର୍ଷା ଜାରି ରହିଥିବାରୁ ଖେଳ ବନ୍ଦ ରହିଛି । ତେବେ ଆଜି ଖେଳ ଆରମ୍ଭରୁ ଭାରତକୁ ମିଳିଛି ସଫଳତା । ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳୀ ରସ ଟେଲର ଆଉଟ ହୋଇ ପାଭଭିଲିୟନ ଫେରିଛନ୍ତି । ସାମିଙ୍କ ବଲରେ କ୍ୟାଚ ଆଉଟ୍

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର

ଟୋକିଓ ଅଲମ୍ପିକରେ ଓଡ଼ିଆ ଖେଳାଳୀ ବିରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ ପଦବୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଲାଗି ଭାରତୀୟ ହକି ଦଳ ଘୋଷଣା ହୋଇଛି । ତେବେ ଓଡ଼ିଶା ବାସୀଙ୍କ ଲାଗି ଏକ ଖୁସି ଖବର । ଭାରତୀୟ ହକି ଦଳର ଉପଅଧିନାୟକ ଭାବେ ବିରେନ୍ଦ୍ର ଲାକ୍ରାଙ୍କ ନାମକୁ ଘୋଷଣା କରିଛି ହକି ଇଣ୍ଡିଆ । ସେପଟେ ହରମନପ୍ରୀତ ସିଂଙ୍କୁ ଅଧିନାୟକ ଭାବେ ଘୋଷଣା କରାଯାଇଛି । ଉଭୟ ଦଳର

CBSE, ICSE ମୂଲ୍ୟାୟନ ନିଷ୍ପତି କାଏମ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପନ୍ଧତିକୁ ସୁପ୍ରିମକୋର୍ଟଙ୍କ କାଏମ । ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ନିଷ୍ପତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଆଜିଠୁ ରାଜ୍ୟରେ ସବ-ଇନ୍ସପେକ୍ଟର ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି । ତେବେ ପ୍ରଥମ ଥର ପାଇଁ

WTC ଫାଇନାଲ: ଶେଷଦିନରେ ବର୍ଷା ସାଜିଲା ବାଧକ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ପଞ୍ଚମ ଦିନ ଅଥବା ଶେଷ ଦିନ । ତେବେ ଆଜି ଖେଳ ଆରମ୍ଭରୁ ବର୍ଷା ହୋଇଛି । ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ୨ଟି ୱିକେଟ ଯାଇଛି । ରସ ଟେଲର ଓ କେନ ୱିଲିୟମନସନ ବ୍ୟାଟିଂ କରିବାକୁ ମଇଦାନକୁ

ଟିଫିନ୍ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି। ଯବାନମାନେ କୁମ୍ବିଂ ଅପରେସନ