Odia News Portal

ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ରାଜ୍ୟରେ ୬ଶହ ସିଟ୍ ବିଶିଷ୍ଟ ନସିଂ କଲେଜ ସ୍ଥାପନ ହେବ । ପୁରୀ,ସୁନ୍ଦରଗଡ଼,ଅନୁଗୁଳ,କେନ୍ଦୁଝର,ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର,କୋରାପୁଟ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବ

ଯୁକ୍ତ ୨ରେ ସିଟ୍ ସଂଖ୍ୟା ବଢ଼ିବା ନେଇ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପାସ କରିଛନ୍ତି ଛାତ୍ର ଛାତ୍ରୀ । ରାଜ୍ୟରେ ଯେତିକି ପିଲା ପାସ କରିଛନ୍ତି ସେହି ଅନୁପାତରେ ସିଟ୍ ନାହିଁ । ଯାହାକୁ ନେଇ ଦୁଇଦିନ ହେବ ତର୍କବିତର୍କ ଲାଗି ରହିଥିଲା । ତେବେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ

ପଢ଼ନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ତେବେ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୬ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭,

ଆଜି ଆଉ ୪୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କ କରେନାରେ ମୃତ୍ୟୁ ହୋଇଛି । ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ

ଆସୁଛି କପିଲ ଶର୍ମା ସୋ’ର ତୃତୀୟ ସିଜିନ, ଏଥର ଲକ୍ଷ ନୁହେଁ ସପ୍ତାହରେ କୋଟିଏ ନେବେ କପିଲ

ମୁମ୍ବାଇ: ଦ କପିଲ ଶର୍ମା ସୋ’ । ଭାରତର ସବୁଠାରୁ ଲୋକପ୍ରିୟ ସୋ । ଘରେ ପରିଚିତ କପିଲ ଶର୍ମାଙ୍କ ସୋର ତୃତୀୟ ସିଜିନ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜାତୀୟ ଗଣମଧ୍ୟମରେ ଖବର ପ୍ରସାରଣ କରାଯାଉଛି । ଜୁଲାଇ ଶେଷ ସପ୍ତାହ ବେଳକୁ କପିଲଙ୍କ ସୋ ପୁଣିଥରେ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦିଆଯାଉ: ଗାଭାସ୍ମର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ ଖେଳାଳୀମାନେ ସମାଲୋଚନାର ଶିକାର ହେଉଛନ୍ତି । ଖେଳାଳୀଙ୍କ ବ୍ୟାଟିଂ ଓ ବୋଲିଂକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଅଭିଜ୍ଞ ଖେଳାଳୀମାନେ । ତେବେ ଏହାରି ଭିତରେ ନିଜ ମତ ରଖିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ