Odia News Portal

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ଵର କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସର ସମାପନ ଘଟିଛି। ଉଦଯାପନୀ ସମାରୋହରେ ୧୦ ଭାରତୀୟ ଆଥଲେଟ୍ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ସମାରୋହରେ ଖେଳାଳି ଯେଉଁଠି ପାରମ୍ପରିକ ପୋଷାକ ପରିଧାନ କରିଥିଲେ, ସେଠି ଉଦଘାପନୀ ସମାରୋହରେ

ଜାଣନ୍ତୁ ହ୍ୱାଟ୍ସଆପ୍‌ରେ କେମିତି କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଡାଉନ୍‌ଲୋଡ କରିବେ

ହ୍ୱାଟ୍ସଆପ୍‌ରେ କରୋନା ଟିକାକରଣ ସାର୍ଟିଫିକେଟ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାର ମାଇ ଗଭ ହେଲ୍ପ ଡେକ୍ସ ହ୍ୱାଟ୍ସଆପ୍ ଚାଟବୋଟ୍ ଲଞ୍ଚ କରିଛନ୍ତି । ଏହି ଚାଟବୋଟକୁ ବ୍ୟବହାର କରି ଆପଣ ଟିକାକରଣ ସାର୍ଟିଫିକେଟ୍ ଡାଉନ୍‌ଲୋଡ କରିପାରିବେ । ଏଥିପାଇଁ ମାଇ ଗଭ୍ ହେଲ୍ପ ଡେକ୍ସର ହ୍ୱାଟ୍ସଆପ୍‌

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି  । ଅତ୍ୟାଧୁନିକ

ନୂଆ ମନ୍ତ୍ରୀଙ୍କୁ ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଗଠିତ ହୋଇଛି ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହି ମନ୍ତ୍ରୀଙ୍କୁ ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ । ଆସନ୍ତା ସପ୍ତାହରେ ନୂଆ ମନ୍ତ୍ରୀଙ୍କୁ ପାଠ ପଢାଇବେ ମୋଦି । ଘଣ୍ଟେ, ଦି ଘଣ୍ଟା କି ଦିନେ ନୁହେଁ, ପୂରା ୩ ଦିନ ଚାଲିବ ବିଚାରବିମର୍ଶ । ଆଉ ଏହି କ୍ଲାସ୍ ଆସନ୍ତା ୧୦

ଏହି ସବୁ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୭୬ ପ୍ରତିଶତ କମ୍ ବର୍ଷା ଅନୁଭୁତ ହୋଇଛି । ଏହି ସମୟରେ ମାତ୍ର ୨୫ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟ

କୁଅରେ ପଡ଼ି ଚାଲିଗଲା ଶିଶୁର ଜୀବନ

ଖୋର୍ଦ୍ଧା: ଖେଳୁଥିବା ବେଳେ ବାଡ଼ିରେ ଥିବା କୂଅରେ ପଡି ଚାଲିଗଲା କଅଁଳ ଶିଶୁର ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଗୁନିଆ ଷ୍ଟେସନ ରୋଡ଼ରେ। ବେଗୁନିଆ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମର ସୁଦର୍ଶନ ବେହେରା ବେଗୁନିଆ ଷ୍ଟେସନ ରୋଡରେ ଘର କରି ରହୁଥିବାବେଳେ ରବିବାର ତାଙ୍କ ଝିଅ ଶୁଭଶ୍ରୀ

କାଲି ଚାଷୀମାନଙ୍କ ଖାତାକୁ ଆସିବ ପି.ଏମ୍ କିଷାନ ଯୋଜନାର ଆଉ ଗୋଟିଏ କିସ୍ତି

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଇବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀଭାଇ ମାନେ ପାଇବାକୁ ଯାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଅଗଷ୍ଟ-୯)

ଦୁର୍ନୀତି ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତିନି ସରକାରୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏହି ତିନି ଅଧିକାରଙ୍କୁ ଯାଜପୁର ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ପିଇଓ ପ୍ରକାଶ କୁମାର

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ପୁଣି ନକଲି ଜର୍ଦ୍ଦା ଜବତ । ନକଲି ଜର୍ଦ୍ଦା ସହ ଗୁଟଖା ଓ ସତାବରୀ ଜବତ କରିଛି ପୋଲିସ । ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, 2ଦିନ ହେଲା ଏହି ଗୋଦାମ ଉପରେ ନଜର ରଖିଥିଲା ମାଲଗୋଦାମ ଥାନା ପୋଲିସ । କିଛି ରାସାୟନିକ ପଦାର୍ଥ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ି ହେବେ ୨୧ଲକ୍ଷ ନୂଆ ହିତାଧିକାରୀ

ଭୁବନେଶ୍ୱର: BSKYରେ ସାମିଲ ହେବେ ୨୧ଲକ୍ଷ ନୂଆ ହିତାଧିକାରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇ ଦିଆଯିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାଡ ବଣ୍ଟନ