କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ
ପିଏ ଦେବ ନାରାୟଣ ପଣ୍ଡା ମୃତ୍ଯୁ ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହାଜର ହେଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ।ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ରହିଛି। ଏସଡିଜେଏମ୍ କୋର୍ଟରୁ ଉପର କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇ ପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ. ତତ୍କାଳୀନ!-->!-->!-->…
