ମହାବଳ ପାଇଁ ସାତକୋଶିଆ ପ୍ରସ୍ତୁତ: ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା, ୧୨ଟି ବାଘ ଏଠାରେ ଛାଡ଼ିବାକୁ ଯୋଜନା
ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ। ଘଞ୍ଚ ଜଙ୍ଗଲରେ ବୁଲିବେ ଏକାଧିକ ମହାବଳ ବାଘ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲାଣି। କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା। ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି।…
