Odia News Portal

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ସମରସଜ୍ଜା, ନେତାଙ୍କୁ ଘରଭଡା ଚିନ୍ତା

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚନ ଠିକଣା ସମୟରେ ହେବାନେି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିବାପରେ ଏବେ ଗାଁ ଗାଁରେ ରାଜନୀତି ବିଗୁଲ ବାଜିବା ସହିତ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡେରା ପକାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ କଂଗ୍ରେସ ଠାରୁ ବିଜେପି ଓ ବିଜେଡି ଢେର…

ଜିଏସଏଲଭି ଏଫ ୧୦ର ମିଶନ ବିଫଳ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ କରାଯାଇଥିବା ଜିଏସଏଲଭି ଏଫ ୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳେ ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହା ଉତକ୍ଷେପଣ କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଛି ବୋଲି ଇସ୍ରୋର ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି । …

୧୬ରେ ପୁରୀ ଆସିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ । ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ…

ଏହି ୫ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୫ଟି ଜିଲ୍ଲା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନବରଙ୍ଗପୁର ଓ କରୋପୁଟ ଆଦି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକୁ…

୪ ଓଡ଼ିଆ ପୋଲିସକର୍ମୀ ପାଇବେ ପଦକ

ନୂଆଦିଲ୍ଲୀ: ୧୫୨ ପୁଲିସ କର୍ମଚାରୀଙ୍କୁ ତଦନ୍ତରେ ଔତ୍କର୍ଷ୍ୟ ପାଇଁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ…

ଭକ୍ତଙ୍କ ମନସ୍କାମନା ନେଇ ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

ଢ଼େଙ୍କାନାଳ: ଆଜିଠୁ ଖୋଲିଛି ଶ୍ରୀମନ୍ଦିର । ସେବାୟତଙ୍କ ପରିବାର ଦର୍ଶନ କରିବେ ମହାପ୍ରଭୁଙ୍କୁ । ତେବେ ଏହି ଅବସରରେ ପୁରୀ ଗସ୍ତରେ ବାହାରିଛନ୍ତି ଢ଼େଙ୍କାନାଳ ଦୀନକୃଷ୍ଣ ଦାସ ସାଧନା ପୀଠର ଶରଥାର୍ଥୀ ଚିଣ୍ଟୁ ବାବା । ଭକ୍ତଙ୍କ ମନସ୍କାମନା ଲାଗି ବାବା ପୁରୀ ଗସ୍ତରେ ବାହାରିଛନ୍ତି । ଏହି…

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କିରାଣି ଗିରଫ

ପୁରୀ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ପୌରପାଳିକାର ଆଇସିଡିଏସ କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧.୭୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଜବତ ହୋଇଛି । ଆସନ୍ତା ୨୪ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତଙ୍କୁ ତାଙ୍କୁ ପଠାଯାଇଛି । ପୁରୀ ଜିଲ୍ଲା…

୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ସ୍ଥାନୀୟ ପ୍ରେମନଗର ଅଞ୍ଚଳରୁ ଜଣଙ୍କ ଘରୁ ୩୨ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ୬୦ ହଜାର ହେବ । ରାୟଗଡ଼ା ଅବକାରୀ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନୀଳାଚଳ ସୁନାମୁଦି । ଅଭିଯୁକ୍ତ ଗଞ୍ଜେଇ ସିଗାରେଟ କରି ସ୍ଥାନୀୟ ଅଞ୍ଚଳରେ…

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ନଟିଂହାମ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ପୁନର୍ବାର ବର୍ଷା ବାଧକ ସାଜିପାରେ ବୋଲି ମଧ୍ୟ…

କେନ୍ଦ୍ରାପଡ଼ାରେ ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ତେଜୁଛି ବିବାଦ। ପୋଲିସର ଦବଙ୍ଗଗିରି ଓ କମ୍ପାନୀ ବିରୋଧରେ ବୁଧବାର ସଂଗ୍ରାମ ସମିତିର ସମନ୍ୱୟ କମିଟି ବୈଠକ ଆୟୋଜିତ ହୋଇଥିଲା । ସଂଗ୍ରାମ ସମିତି ପ୍ରସାସନ ବିରୁଦ୍ଧରେ ଦେଇଛି ରଣ ହୁଙ୍କାର।ସେପଟେ ପୋଲିସ ଟିମ ସହ ଘଟଣା ସ୍ଥଳ ପରି ଭ୍ରମଣ…