କେବେ ହେବ ପଞ୍ଚାୟତ ନିର୍ବାଚନ?
ଭୁବନେଶ୍ୱର: ୨୦୨୧ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ନିର୍ବାଚନ କେବେ ହେବ ତାକୁ ନେଇ ଏବେ ଗାଁଠୁ ସହର ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିଜ ନିଜ ପଞ୍ଚାୟତରେ ପ୍ରତିନିଧିମାନେ ଶେଷ ପର୍ଯ୍ୟାୟରେ କାମ ଜୋରସୋରରେ କରୁଛନ୍ତି । ବିଭିନ୍ନ ଉନ୍ନତି ମୂଳକ!-->…
