Odia News Portal

ଭାରତର ବ୍ୟାଟିଂ ବିପର୍ଯୟ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି

ଫାଦର୍ସ ଡେରେ ସ୍ୱତନ୍ତ୍ର ଡୁଡଲ ଜରିଆରେ ଶୁଭେଚ୍ଛା ଜଣାଇଲା ଗୁଗଲ୍‌

ଭୁବନେଶ୍ୱର: ଆଜି ହେଉଛି ପିତୃ ଦିବସ । ଏହି ଅବସରରେ ଗୁଗଲ ତାର ଖାସ୍ ଡୁଡଲ ପ୍ରସ୍ତୁତ କରିଛି । ଏହି ରଙ୍ଗ ବେରଙ୍ଗର ଡୁଡଲ ଜରିଆରେ ଗୁଗଲ ପିତୃଦିବସ ଶୁଭେଚ୍ଛା ଜଣାଇଛି । ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ପରେ ଦୁଇଟି ପପ୍-ଅପ୍ କାର୍ଡ ଖୋଲି ଯାଉଛି । ଏଥିରେ କ୍ୟାପିଟାଲ ଜି’ ର

ସମ୍ପତ୍ତି ପାଇଁ ଶ୍ୱଶୂରଙ୍କୁ ହତ୍ୟା କଲା ଜ୍ୱାଇଁ

ଢ଼େଙ୍କାନାଳ: ସମ୍ପତି ଲୋଭରେ ପାଗଳ ହେଲା ଜ୍ୱାଇଁ । ଶେଷରେ ସମ୍ପର୍କ ନଦେଖି ଶ୍ୱଶୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଢ଼େଙ୍କାନାଳ ଜିଲ୍ଲା ପାତ୍ରଭାଗ ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୋଲିସ ଅଭିଯୁକ୍ତ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ କରିଛି ।

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା

ପାଭିଲିୟନ ଫେରିଲେ ବିରାଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ଲାଗିଛି ଚତୁର୍ଥ ଝଟକା । ବିରାଟ କୋହଲି ଆଉଟ୍ ହୋଇ ପାଭିଲିୟନକୁ ଫେରିଛନ୍ତି । ଜେମିନସନ ତାଙ୍କୁ ଏଲବିଡ୍ଲ୍ୟୁ କରି ପାଭିଲିୟନ ପଠାଇଛନ୍ତି । ମାତ୍ର ୧୪୯ ରନରେ ଭାରତରୁ ଚତୁର୍ଥ ୱିକେଟର ପତନ ଘଟିଛି । ଉପଅଧିନାୟକ ରାହାଣେ ଓ ଋଷଭ ପନ୍ଥ

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ସ୍ୱାମୀ

କଟକ: ପରକୀୟା ପ୍ରୀତି ଶେଷରେ କାଳ ହୋଇଛି । ସ୍ତ୍ରୀର ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ସେପଟେ ସ୍ତ୍ରୀକୁ ମଧ୍ୟ ଛୁରା ମାଡ଼ କରି ଫେରାର ହୋଇଯାଇଛି ସ୍ୱାମୀ । କଟକ କଲେଜ ଛକ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସନାତନ ଦାଶ । ସେପଟେ ଗୁରୁତର ଭାବେ

ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଲାଗି ଶ୍ରୀଜୀଉଙ୍କ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା

ସ୍ୱାମୀ ସାଜିଲା ସଇତାନ

କେନ୍ଦ୍ରାପଡ଼ା: ହତ୍ୟାକାରୀ ସାଜିଲା ସୁରକ୍ଷାଦାତା । ସ୍ୱାମୀ ସାଜିଲା ସଇତାନ । ଚଳନ୍ତା ଟ୍ରେନରୁ ପତ୍ନୀଙ୍କୁ ଠେଲିଦେଲା ।.. . ଅନେକ ଆଶା ନେଇ ବର୍ଷେ ତଳେ ବିବାହ କରିଥିଲେ ରଶ୍ମିତା ମହାରଣା । କେନ୍ଦ୍ରାପଡା ରାଜନଗର ଥାନା ବଳରାମପୁର ଗାଁର ସୀତାକାନ୍ତ ବାଗଙ୍କ ଝିଅ ରଶ୍ମିତା ୨୦୨୦

ଅଚିହ୍ନ। ପରିଚୟ ଦେଲା ନିଆରା ସମ୍ପର୍କର ଠିକଣା

ପୁରୀ: ପାଲବନ୍ଧା ଝୁମ୍ପୁଡି ଘର । ଘରେ ନିଜେ ରହିବାକୁ ଯାଗା ନାହିଁ । ତଥାପି ଜଣେ ହଜିଯାଇଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଘରଲୋକ ପରି ରଖିଛନ୍ତି ଜଣେ ଯୁବକ । ନାଁ ତାଙ୍କର ବିଶ୍ୱନାଥ ସାମନ୍ତରାୟ । ଘର ପୁରୀ ସହରର ବାଲି ଉପର ରାମ ଚଣ୍ଡୀ ସାହିରେ । ପେଷାରେ ବିଶ୍ୱନାଥ ଜଣେ

ଗରୀବିରେ ମରିଗଲେ ଗରୀବ ଖାଁ

ଫୁଲବାଣୀ: ଗରୀବିରେ ମରିଗଲା ଗରୀବ ଖାଁ । ଯିଏ ଦିନେ ସମସ୍ତଙ୍କ ପାଇଁ ଘରକରଣା ତିଆରି କରି ପ୍ରଶଂସା ସାଉଁଟୁଥିଲା ସେ ମଲାଯାଏ ବି ଘର ଖଣ୍ଡେ ପାଇଲାନି । ଫୁଲବାଣୀ ଜିରିଙ୍ଗିପଡା ଗାଁ ମୁଣ୍ଡ ପାହାଡ ତଳେ ଝାଟିମାଟି ଦଦରା କୁଡିଆ କରି ରହୁଥିଲେ ଗରିବ୍ ଖାଁ । ପରିବାର କହିଲେ ୭ ପ୍ରାଣୀ କୁଟୁମ୍ବ