Odia News Portal

କରୋନାର କମବ୍ୟାକ୍ । ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ, ମୁମ୍ବାଇରେ ୨ ଜଣଙ୍କର ମୃତ୍ୟୁ

ସାରା ବିଶ୍ୱକୁ ପୁଣି ଭୟଭୀତ କରିଛି କରୋନା ଭୂତାଣୁ । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଘାତକ ଭୁତାଣୁ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର

ଏକତରଫା ପ୍ରେମର ସାଇଡ୍‌ ଇଫେକ୍ଟ, ଏସିଡ୍‌ ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ

ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ଉପରକୁ ଏସିଡ୍‌ ଫିଙ୍ଗିଲା ଯୁବକ। ଅବଶ୍ୟ ସୌଭାଗ୍ୟବଶତଃ ବର୍ତ୍ତଗଲେ ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ। ସୂଚନା ଅନୁଯାୟୀ, ସହିଦନଗର ସାଇ ମନ୍ଦିର ନିକଟରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ୬ ଜିଲ୍ଲା; ଓଡ଼ିଶାରୁ ବିଦା କରିବାକୁ ଆରମ୍ଭ ହୋଇଛି ଚିହ୍ନଟ…

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଚାଲିଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା । ରାଜ୍ୟରୁ ଖୁବ୍ ଶୀଘ୍ର ବିଦା ହେବେ ବେଆଇନ୍ ବାଂଲାଦେଶ ନାଗରିକ I ଏନେଇ ଚିହ୍ନଟ

ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍‌ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା

ରାଜ୍ୟରେ ହେବ ପଟ୍ଟା କରେକ୍ସନ । ଯାହାର ୪ ଡିସମିଲ ଜାଗାରୁ କମ ଥିବ, ତାକୁ ମଧ୍ୟ ଭୂମିହୀନ ଭାବରେ ଗଣନା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ସେ କହିଛନ୍ତି, ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ । ଅଜା ବାପାଙ୍କ ଦେହାନ୍ତ ପରେ ପୁଅ

ହାଇକୋର୍ଟର ସବୁ ବିଚାରପତି ପାଇବେ ପୂର୍ଣ୍ଣ ପେନ୍‌ସନ୍‌

ଏଣିକି ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ। ଏନେଇ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ପୂର୍ଣ୍ଣ ପେନ୍‌ସନ୍‌ ମିଳିବ। ଏଥିସହିତ ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନ୍‌ସନ୍‌

ସ୍ବର୍ଣ୍ଣ ମନ୍ଦିରକୁ ଟାର୍ଗେଟ୍‌ କରିଥିଲା ପାକ୍‌; ଉଚିତ ଜବାବ ଦେଲେ ଆମ ସେନା କର୍ମଚାରୀ

ଭାରତର ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପରେ ମେ ୮ ତାରିଖରେ ପାକିସ୍ତାନ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପାକ୍‌ର ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲେ ଆମ ଭାରତୀୟ ଯବାନ।

ହରିୟାଣାର ନୁହରୁ ଆଉ ଜଣେ ‘ପାକିସ୍ତାନୀ ଗୁପ୍ତଚର’ ଗିରଫ

ଅପରେସନ ସିନ୍ଦୁର ପରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହରିୟାଣାର ନୁହ ପୋଲିସ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରାଜକା ଗ୍ରାମର ବାସିନ୍ଦା ଅରମାନଙ୍କୁ ସମାନ ଗୁପ୍ତଚର ଅଭିଯୋଗରେ ଗିରଫ କରାଯିବାର

ଭୁବନେଶ୍ୱରରେ ଖୋଲିବ ଏନଆଇଏର ଶାଖା

ଭୁବନେଶ୍ୱରରେ ଖୋଲିବ ଏନଆଇଏର ଶାଖା । ରାଜ୍ୟ ଗୃହ ବିଭାଗ ତରଫରୁ ଜାରି ହୋଇଛି ବିଜ୍ଞପ୍ତି । ଭିଏସ୍‌ଏସ୍‌ ନଗରର ତାରିଣୀ ପୀଠ ନିକଟରେ ପ୍ରାରମ୍ଭିକ ଭାବେ ଏନଆଇଏର ଥାନା କାର୍ଯ୍ୟ ଆରମ୍ଭ ହେବ । ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ଏହାର ମୁଖ୍ୟ ରହିବେ । ଏହି ଏନଆଇଏ ଥାନାର ତଦନ୍ତ ପରିସୀମା ପୂରା

ସଇତାନ ବାପାକୁ ଆଜୀବନ ସଜା

 ନାବାଳିକ ଦୁଷ୍କର୍ମ ବାପାକୁ ଆଜୀବନ ସଜା । ନାବାଳିକା ଝିଅକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ । ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟଙ୍କ ରାୟ । ପୀଡିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ବିଏଲଏସଏକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ମସିହାରେ ବରଗଡ ଥାନାରେ

ପାକିସ୍ତାନ ଗୁମର ଖୋଲିବାକୁ ୟୁସୁଫ ନାରାଜ

ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ । ପାକିସ୍ତାନ ଆଉ ପିଓକରେ ଭାରତ କରିସାରିଛି ଏୟାରଷ୍ଟ୍ରାଇକ୍ । ହେଲେ ଏହି ଏୟାରଷ୍ଟ୍ରାଇକ୍ ଭାରତ କାହିଁକି କଲା, ଆଉ କଣ ପାଇଁ କଲା, ସେନେଇ ଏବେ ବିଶ୍ୱକୁ ବତାଇବା ପାଇଁ ସାଂସଦମାନଙ୍କର ଗୋଟିଏ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଯିଏକି ବିଦେଶ