ବରୁଣେଇରେ ବାର୍ହା ଆତଙ୍କ: କଟକଣା ଜାରି କଲା ବନ ବିଭାଗ
ଗତକାଲି ବରୁଣେଇ ପାହାଡ଼ରେ ବାର୍ହା ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ପାହାଡ଼ ଉପରକୁ ଯିବା ନିମନ୍ତେ ଜନସାଧାରଣଙ୍କୁ ବାରଣ କରାଯାଇଛି। ଜଙ୍ଗଲର ଜୀବଜନ୍ତୁ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବରୁଣେଇ ପାହାଡ଼ ଉପରକୁ ଚଢ଼ିବା ମନାଥିଲା। ଗତକାଲିର ବାର୍ହା ଆକ୍ରମଣ…
