Odia News Portal

ପରଲୋକରେ ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ର

ଭୁବନେଶ୍ୱର: ବଲାଙ୍ଗୀରର ପୂର୍ବତନ ସରଂସଦ ତଥା ପିସିସି ସଭାପତି ନିତ୍ୟନନ୍ଦ ମିଶ୍ରଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ…

ରସଗୋଲା ଦିବସ ଓ ନିଳାଦ୍ରୀବିଜେ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଘୋଷଯାତ୍ରାର ଅନ୍ତିମ ପର୍ବ । ୧୨ଦିନର ନିଳା ଖେଳା ସାରିବା ପରେ ଆଜି ଶ୍ରୀମନ୍ଦିରକୁ ଯିବେ କାଳିଆ ସାଆନ୍ତ । ତେବେ ମହାଲକ୍ଷ୍ମୀଙ୍କ ରୋଷ ଭଞ୍ଜନ କରିବା ଲାଗି ସାଥିରେ ରସଗୋଲା ନେଇ ଯାଇଥାନ୍ତି ମହାପ୍ରଭୁ । ଏଣୁ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରାଯାଏ ।…

ଆଜି ଦେଶରେ ୩୫ ହଜାର ୩୪୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୩୫,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୯୩,୦୬୨କୁ ବୃଦ୍ଧି ପାଇଛି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୪୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୯,୪୭୦ରେ ପହଞ୍ଚିଛି। …

ଲଗାଣ ବର୍ଷାରେ ମୁମ୍ବାଇରେ ଭୁଷୁଡିଲା କୋଠା, ୩ ମୃତ

ମୁମ୍ବାଇ : ମୁମ୍ବାଇରେ ଲଗାଣ ବର୍ଷାରେ ଭୁଶୁଡିଲା କୋଠା | କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ କୋଠା ଭୁଶୁଡି ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ…

ଆଜି ରସଗୋଲା ଦିବସ

ପୁରୀ: ଆଜି ରସଗୋଲା ଦିବସ। ଓଡ଼ିଶାରେ ପ୍ରତିବର୍ଷ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରିଆସୁଛି।।ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ…

ଆଜି ରାଜ୍ୟରେ ୧୯୧୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୦୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା…

ଏବେ ଚର୍ଚ୍ଚାରେ ସୌମ୍ୟଙ୍କ ହାତଲେଖା ଚିଠି, ପଢ଼ିଲେ ଆପଣ ବି ହୋଇଯିବେ ତାଜୁବ୍‌

ପାରଳାଖେମୁଣ୍ଡି: ପତ୍ନୀ ବିଦ୍ୟାଭାରତୀଙ୍କ ଦୁଇଟି ଚିଠି ଭାଇରାଲ ହେବା ପରେ ଏବେ ସ୍ୱାମୀ ସୌମ୍ୟଙ୍କ ଏକ ହାତଲେଖା ଚିଠି ଭାଇରାଲ ହେବାରେ ଲାଗିଛି । ଇଂଲିସରେ ଲେଖା ଯାଇଥିବା ଏହି ଚିଠିରେ ଅନେକ ଗୁଡିଏ କଥା ଲେଖାଯାଇଛି । ତେବେ ଏଥିରେ ଲେଖା ଅଛି କି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ…

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହେଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଜେରା କରୁଥିବା ସୂଚନା ମିଳିଛି । ତେବେ ସେ ଏହି ଘଟଣା ସହ ଜଡିତ ଅଛନ୍ତି କି, ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।…

ଆଜି ମହାପ୍ର୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ: ସରିଲା ୧୨ ଦିନର ନିଳା ଖେଳା । ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ । ଆଜି ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। …

ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଆଜି ସାଢ଼େ ୧୧ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟ ବିଭାଗ ଏସିଏସ ମଧ୍ୟ ଉପସ୍ଥିତ ରହିବେ । ତେବେ ମୁଖ୍ୟମନ୍ତ୍ରୀ କଣ କହିବେ ତାଉପରେ ରହିଛି ମସ୍ତଙ୍କ ନଜର ।