Odia News Portal

ଫ୍ୟାମିଲକୋର୍ଟରେ ହାଜର ହେଲେ ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ସଦ୍ୟ ସୂଚନା ମୁତାବକ ଏଯାବତ ବର୍ଷ ପହଞ୍ଚି ନାହାଁନ୍ତି । ଆଜି ଉଭୟଙ୍କ ମାମଲା କୋର୍ଟରେ ବିଚାର ହେବ । ପୂର୍ବରୁ ଅନେକଥର ଉଭୟ ହାଜରୀ ହୋଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇନାହିଁ । ଦୀର୍ଘଦିନ ହେବ

ପରଲୋକରେ ବର୍ଷିୟାନ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସିକ୍ରିଙ୍କ ମ୍ୟାନେଜର ତାଙ୍କର ପରଲୋକ ଘଟିଥିବା ପ୍ରକାଶ କରିଛନ୍ତି । ‘ବାଳିକା ବଧୁ’ରେ କଲ୍ୟାଣୀ ଦେବୀ

ସହରାଞ୍ଚଳରେ ଏସ୍‌ଏଚ୍‌ଜି ସହଭାଗିତାକୁ ଗୁରୁତ୍ୱ

ଭୁବନେଶ୍ୱର: ସହରାଞ୍ଚଳ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକରେ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠି ( ଏସଏଚଜି ) ସହଭାଗିତାକୁ ମଝବୁତ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି

ରାଜନୈତିକ ସଭା, ଶୋଭଯାତ୍ରା ଉପରେ ହେଉନି କାର୍ଯ୍ୟାନୁଷ୍ଠାନ, ପୁଲିସ୍ ସାଜିଛି ଦର୍ଶକ

ଭୁବନେଶ୍ୱର: ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ରେ ରେ କାର କରୁଥିବାବେଳେ ରାସ୍ତାଘାଟରେ ରାଲି, ଶୋଭାଯାତ୍ରା, ପ୍ରତିବାଦ, ଭାଷଣବାଜି ଚଳାଇଛନ୍ତି । ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ପରସ୍ପର ଉପରେ ଦୋଷ ଲଦୁଥିବା

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୪୬ ଜଣ

ପଢ଼ନ୍ତୁ ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୨୮% ରହିଛି। ଦେଶରେ ସକ୍ରିୟ

ରାଜ୍ୟରେ ଆଜି ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଛନ୍ତି। ସେହିଭଳି ବରଗଡରୁ ୧୦ ଜଣଙ୍କର ଜୀବନ ଯାଇଛି। ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ

ଜାଣନ୍ତୁ ସାଇବାବାଙ୍କୁ କାହିଁକି ମସଜିଦ୍ ସହ ଯୋଡ଼ା ଯାଉଛି

ଭୁବନେଶ୍ୱର: ଦ୍ୱାରକା ଭଗବାନ ଶ୍ରୀକୃଷ୍ଣଙ୍କର ରାଜଧାନୀ ଥିଲା । ଏହାକୁ ଦ୍‌ବାରବତୀ ବୋଲି କୁହାଯାଏ । ପ୍ରବଳ ପରାକ୍ରମୀ ଜରାସନ୍ଧ ଏବଂ ଅନ୍ୟ ଅସୁରମାନଙ୍କ ଦୌରାତ୍ମ୍ୟରୁ ଯାଦବକୂଳକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱାରକାକୁ ନିଜର ଧାମ ପ୍ରତିଷ୍ଠା କରିଥିଲେ । ମା’ତାର ସନ୍ତାନଗଣଙ୍କୁ

ଘରେ ବସି ବସି ମୋଟା ହୋଇଯାଉଛନ୍ତି କି, ପତଳା ହେବାକୁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: କରୋନା କଟକଣା ଲାଗି ଲୋକେ ଘରେ ବସି ରହୁଛନ୍ତି । ତେବେ ଅଧିକାଂଶ ଲୋକେ ଘରେ ବସି ବସି ମୋଟା ହୋଇଯାଉଛନ୍ତି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷାଦିନରେ କେତୋଟି ନିୟମ ମାନି ଭୋଜନ କଲେ ଓଜନ କମ୍ ହୁଏ। ପ୍ରତି ସପ୍ତାହରେ ଖାଦ୍ୟତାଲିକା ପ୍ରସ୍ତୁତ କରି ସେଇ ଅନୁସାରେ ଖାଇବା

ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୁକାବିଲା କରିବା ପାଇଁ ଏକତ୍ରିତ ହେଉଛନ୍ତି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିରୋଧୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏ ମଧ୍ୟରେ ତୃଣମୂଳ କଂଗ୍ରେସ