ଟୋକିଓ ଅଲମ୍ପିକ୍, ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ
ଟୋକିଓ: ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ ଚାନୁ ରୋପ୍ୟ ପଦକ ଜିତିଛନ୍ତି । ଯାହାକି ଭାରତ ଲାଗି ଚଳିତ ଅଲମ୍ପିକର ପ୍ରଥମ ପଦକ । ସେ ୪୯ କେଜିରେ ଜିତିଲେ ରୌପ୍ୟ ପଦକ । ଯାହାକି ଭାରତ କଲାଗି ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ସଫଳତା ଲାଗି ଚାନୁଙ୍କୁ!-->…
