ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଯାତ୍ରୀଙ୍କ ଜୀବନ
ରାଜସ୍ଥାନର ବିକାନେର ସହରରେ ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରେଲର ଟ୍ରକ୍ ଏକ କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରରେ ଭିତରେ ବସିଥିବା ୬ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ରାଜସ୍ଥାନର ବିକାନେରରେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ!-->…
