Odia News Portal

ଭାରତରେ ସିରମ ଇନଷ୍ଟିଚ୍ୟୁଟ୍ ଉତ୍ପାଦନ କରିବ ସ୍ପୁଟିନିକ୍‌-ଭି ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଲାଗି ରହିଛି ପ୍ରତିଯୋଗିତା । ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ସ୍ପୁଟିନିକ୍‌-ଭି ଟିକା ଭାରତରେ ଉତ୍ପାଦନ କରାଯିବା ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ କରିବ ସିରମ

ଆପଣ ଜାଣନ୍ତି କି କେମିତି ଡାଉନଲୋଡ କରିବେ କୋଭିଡ ଟିକାକରଣ ସାର୍ଟିଫିକେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ବଞ୍ଚିବା ଲାଗି ଦିଆଯାଉଛି ସଞ୍ଜିବନୀ । କରୋନା ଟିକା ନେବା ଲାଗି ଲାଗୁଛି ଲୋକଙ୍କ ଭିଡ । ଏମିତିକି ଟିକା ନେବା ଲାଗି ସ୍ଲଟ ବୁକିଂ କରିବାକୁ ଲାଗୁଛି ପ୍ରତିଯୋଗିତା । ଟିକା ଆଣିବା କ୍ଷଣି ବୁକିଂ କରି ନେଉଛନ୍ତିି ଲୋକେ । ତେବେ ଆପଣମାନେ ଟିକା ନେବା ପରେ କିପରି

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି ।

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ

ଟ୍ରମ୍ପଙ୍କୁ ଦୁଇବର୍ଷ ବ୍ୟାନ କଲା ଫେସବୁକ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି ସୋସିଆଲ ମିଡିଆ ଫେସବୁକ୍ । ଶନିବାର ତାଙ୍କୁ ବ୍ୟାନ କରିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୁଦ୍ଧରେ

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ

ଯୁକ୍ତ ୨ ପରୀକ୍ଷା ବାତିଲ ପରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭୟାବହତାକୁ ନେଇ ଗତକାଲି ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତ୍ରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୧୫ ଦିନ ମଧ୍ୟରେ ବିଶେଷଜ୍ଞ କମିଟି ଗଠନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ

ନଜର ପକାନ୍ତୁ ଦେଶରେ ଆଜି କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଲକଡାଉନ ଓ ସଟଡାଉନ ମାଧ୍ୟମରେ ଭାଙ୍ଗୁଛି କରୋନା ଚେନ୍ । କମୁଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୧,୨୦,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ

ଆଜିଠୁ ଶ୍ରୀଜୀଉଙ୍କ ଭିତର ଚନ୍ଦନ ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ପରମ୍ପରା ଅନୁଯାୟୀ ସମସ୍ତ ନୀତି ଚାଲୁ ରହିଛି । ଆଜିଠାରୁ ଶ୍ରୀ ଜୀଉଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ

ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାଦେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିନା ଭକ୍ତରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଆଜି ଅନୁମତି ଦେଇଛି ବିଏମସି । ସର୍ବାଧିକ ୬ଜଣ ସେବାୟତ ସାମିଲ ହୋଇ ପାରିବେ । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ