Odia News Portal

ଭାଇବୋହୂର ମାଡ଼ରେ ଦେଢ଼ଶୁର ମୃତ

ଗଞ୍ଜାମ: ଓଡ଼ିଆ ଘରର ପରମ୍ପରାରେ ରହିଛିକି ଦେଢ଼ଶୁରର ଛାଇ ଭାଇ ଉପରେ ପଡ଼ିଲେ ପାପ । ଏପରିକି ମୁହଁକୁ ମଧ୍ୟ ଚାହାଁନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ଏପରି ଘଟଣା ଆସିଛି ଯାହାକି ସମସ୍ତଙ୍କ ସ୍ତବ୍ଧ କରିଦେବ । ଦେଢ଼ଶୁରକୁ ମାରିଦେଇଛି ଭାଇବୋହୂ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା

ମୁଣ୍ଡ ବିହିନ ଶବ ଉଦ୍ଧାର

ମୟୂରଭଞ୍ଜ: ମୟୁଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଯାଇଛି ଏକ ବିଭସ୍ୟ ହତ୍ୟାକାଣ୍ଡ। ବାଲିଭୋଳ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ମେଡିକାଲରେ ଭର୍ତ୍ତି

ୟୁପି: ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଲ୍ୟାଣ ସିଂହଙ୍କ ଡାକ୍ତରଖାନାରେ ଭର୍ତ୍ତି

ଦିଲ୍ଲୀରେ ଜାରି ହେଲା ଅନଲକ ୬

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବା ମଧ୍ୟରେ ସରକାର ଅନଲକ– ୬ ପାଇଁ ନିର୍ଦ୍ଦେଶନାମା ଜାରି କରି ଅନଲକ୍ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଦୀର୍ଘଦିନ ଧରି ଅପେକ୍ଷା କରିଥିବା ସିନେମା ହଲ୍ ଏବଂ ମଲ୍ଟିପ୍ଲେ ଗୁଡ଼ିକ ମଧ୍ୟ ଏଥର ଖୋଲିବ ନାହିଁ । ସରକାର ସିନେମା ହଲ୍, ପ୍ରେକ୍ଷାଳୟ,

କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିବାଦୀୟ ମନ୍ତବ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ବିଷ୍ଣୁ ସେଠୀରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍ରେ

ଟିକା ଡିଲକୁ ନେଇ ଅଡୁଆରେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଭାରତ ବାୟୋଟେକ୍ ପାଖରୁ ଅଧିକ ଦାମରେ ଭ୍ୟାକସିନ୍ ଡିଲ୍ କରିଥିବା ଅଭିଯୋଗରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ କରାଯିବ । ଭ୍ୟାକସିନ୍ ଦୁର୍ନୀତି ଅଭିଯୋଗ ଉପରେ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ

ରାଜ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଯୁଗ୍ମ ସଚିବ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଛନ୍ତି ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ । ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ଯୁଗ୍ମ ସଚିବ । ଆଜି ଭୁବନେଶ୍ୱରର ଖାରବେଳ ଭବନରେ ସୂଚନା ଏବଂ ପ୍ରଯ୍ୟୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ

ଏଣିକି ଡ୍ରାଇଭିଂ ଲାଇସେନ୍ସ ଲାଗି ଦେବାକୁ ପଡ଼ିବନି ଟେଷ୍ଟ

ଭୁବନେଶ୍ୱର: ଏଣିକି ଆଉ ଆପଣଙ୍କୁ ଆରଟିଓ ଅଫିସକୁ ଯାଇ ଟେଷ୍ଟ ଦେବାକୁ ପଡ଼ିନାହିଁ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନାହିଁ । ବିନା ଟେଷ୍ଟରେ ମିଳିବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନେଇ ଥିବା ନିୟମକୁ ଜୁଲାଇ ମାସରୁ ପରିବର୍ତ୍ତନ

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ଫିଲିପାଇନାନ୍ସରେ ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏହି ବିମାନରେ ୮୫ଜଣ ଯାତ୍ରୀଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ଏହି ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଯାବତ କେତେଜଣ

ବର୍ଷକରେ ୧୬୦ ମାଓବାଦୀ ମୃତ

ଭୁବନେଶ୍ୱର: ଗୋଟିଏ ବର୍ଷ ମଧ୍ୟରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଜି ଏଭଳି ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ମାଓ ସଂଗଠନର ସେଣ୍ଟ୍ରାଲ କମିଟି । କରୋନାରେ ଟପ୍ ମାଓନେତା ହରି ଭୂଷଣଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ହରି ଭୂଷଣ ନାଁରେ ୪୦ ଲକ୍ଷ ଟଙ୍କାର ପୁରଷ୍କାର