Odia News Portal

ଭାରତ ବିପକ୍ଷ ସିରିଜ ଖେଳିବେନି ମ୍ୟାଥୁସ୍‌

କଲମ୍ବୋ: ଚଳିତମାସ ୧୩ରୁ ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା କ୍ରିକେଟ୍ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଏହି ସିରିଜ୍ରୁ ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲ୍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ରେ ସେ…

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପରେ ଶ୍ୱଶୁରଘର ଦୁଆରେ ଧାରଣା ଦେଲେ ପ୍ରଥମ ପତ୍ନୀ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କ ଘର ଆଗରେ ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା ଧରଣାରେ ବସି ରହିଥିଲେ । ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କୁ ୨୦୧୩ ମସିହା ଜୁନ୍ ୧୭ ତାରିଖରେ ବିବାହ କରିଥିଲେ ।…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ:କରୋନା କଟକଣା ମଧ୍ୟରେ ଚାଲିଛି ଘୋଷଯାତ୍ରା ଲାଗି ପ୍ରସ୍ତୁତି । ଦେବସ୍ନାନ ପୂର୍ଣ୍ଣିମାନେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ । ରାଜବୈଦ୍ୟଙ୍କ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁ ନବଯୌବନ ଲାଭ କରିବେ । ଭକ୍ତଙ୍କ…

ଆକ୍ସନ ମୁଡରେ ଅଶ୍ୱିନୀ ବୈଷ୍ଣବ, ବଦଳିଲା କର୍ମଚାରୀଙ୍କ ଡ୍ୟୁଟି ସମୟ

ନୂଆଦିଲ୍ଲୀ: ଆକ୍ସନ ମୁଡରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟରେ ଯୋଗ ଦେଉ ଦେଉ ନେଇଛନ୍ତି ନୂଆ ନିଷ୍ପତି । କର୍ମଚାରୀଙ୍କ ଡ୍ୟୁଟି ସମୟ ବଦଳାଇଛନ୍ତି ଅଶ୍ୱିନୀ । ପୂର୍ବରୁ ରେଳ ବିଭାଗରେ କାମ କରୁଥିବା କର୍ମଚାରୀ ଗୋଟିଏ ସିଫ୍ଟରେ ଆସୁଥିଲେ । ମାତ୍ର ଏବେ ଦୁଇଟି ସିଫ୍ଟରେ ଆସିବେ…

ରାଜଧାନୀବାସୀ ମଶା କାମୁଡାରେ କଲବଲ, ଚଢଉରେ ମାତିଛି ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଉଥିବା ଏବଂ ଡେଙ୍ଗୁରେ ସଂକ୍ରମିତ ହେଉଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ମଶା ନିୟନ୍ତ୍ରଣ ଅପେକ୍ଷା ଦୋକାନ ବଜାର ସିଲ୍ ଓ ବିବାହ ମଣ୍ଡପ ଚଢଉରେ ଅଧିକ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଖୋଦ ରାଜଧାନୀରେ ଡେଙ୍ଗୁ ଅଣାୟତ ହେଉଥିବାବେଳେ…

ଆଜି ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୧୯୩ଟି ହେଉଛି ଲୋକାଲ କେସ୍। ସେହିପରି ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ନୂତନ…

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, କିନ୍ତୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୩,୩୯୩ ନୂତନ କରୋନା ମାମଲା ଆସିଥିଲା ଏବଂ ୯୧୧ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି।…

ରାଜ୍ୟରେ ୬୦ ପାର କଲା କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍ । ୫୦ ଉପରେ କିଛଦିନ ଧରି ମୃତ୍ୟୁ ସଂଖ୍ୟା ରହିଥିବା ବେଳେ ଏବେ ୬୦ ଟପିଛି ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧ ଜଣ ରହିଥିବା…

ଓଡ଼ିଶାର ଅଲମ୍ପିୟାନଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…

୧୫ ତାରିଖରେ ବାମଦଳର ଓଡ଼ିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଡର…