Odia News Portal

ବର୍ଷାଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଅନୁଭବ

କଟକ: ପୁଣି ଚର୍ଚ୍ଚାରେ ବର୍ଷ ଅନୁଭବ ବିବାଦ । ଏହି ଷ୍ଟାର କପୁଲଙ୍କ କଳି ପୁଣିଥରେ ତେଜିଥିବା ଦେଖିବାକୁ ମିଳିଛି । ଥାନାରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ । ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଘରକୁ ଅଜଣା ଲୋକ ଆସୁଥିବା ନେଇ…

ରଥଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚଳିତ ବର୍ଷ ରଥଯାତ୍ରା କୋଭିଡ କଟକଣା ରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ର ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି ।ପୁରୀ ଜିଲାପାଳଙ୍କ ଅଫିସରରେ ଥିବା ଭିଡ଼ିଓ କନ୍ଫରେନ୍ସ କାର‌୍ୟ୍ୟାଳୟରେ ଏହି ଭର୍ଚୁଆଲ ବୈଠକରେ ଅନେକ ବରିଷ୍ଠ ଅଧିକାରୀ…

କୃଷି ଲାଗି ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଗତକାଲି ଗଠିତ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଉ ହେଉ କ୍ୟାବିନେଟର ବଡ଼ ଘୋଷଣା ହୋଇଛି । ଚାଷୀଙ୍କ ଲାଗି ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଣ୍ଡିଭିତ୍ତି ସୁଦୃଢ଼ କରିବା ଲାଗି ଏହି ଅର୍ଥ ମଞ୍ଜୁର ହୋଇଥିବା କୃଷିମନ୍ତ୍ରୀ ନରେନ୍ଦ୍ରସିଂ…

ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଲାହୋର: ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର ଦୀର୍ଘ ଦିନ ହେବ ରୋଗରେ ପୀଡ଼ିତ ଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ଘଟିଛି। ସନ୍ଧ୍ୟାରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ହିନ୍ଦୀ ସିନେମା ଜଗତର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାରଙ୍କ ବିୟୋଗରେ ବଲିଉଡ଼…

୧୧ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ବର: ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ…

ଦାୟିତ୍ୱ ଗ୍ରହଣ କଲେ ବିଶ୍ୱେଶର ଟୁଡୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶେଶ୍ୱର ଟୁଡୁ । ଜଳଶକ୍ତି ଓ ଆଦିବାସୀ ମନ୍ତ୍ରୀ ଭାବେେ ବିଶେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସହିତ ପ୍ରହଲ୍ଲାଦ ଜଳଶକ୍ତି ମନ୍ତ୍ରାଳୟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କେନ୍ଦ୍ର ଜଳ ଶକ୍ତି…

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇଛି । ବହୁ ଯୁବ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ସେପଟେ ଏଭଳି ସ୍ଥିତିରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସେ କହିଛନ୍ତି କି, ମାନସୁଖ ମାଣ୍ଡଭିଆଙ୍କୁ ଦେଶର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ କରିବା ପରେ…

ବର୍ଜ୍ୟବସ୍ତୁର ପୋଷାକ ପିନ୍ଧିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ପରିବେଶ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି ଯିଏ ଫିଲ୍ମ ସୁଟ୍ ପାଇଁ ବର୍ଜ୍ୟବସ୍ତୁରେ ତିଆରି ପୋଷାକ ପିନ୍ଧିବା ପାଇଁ ପଦକ୍ଷେପ ନେଇଛନ୍ତି । ତାପସୀ ଏହାର ତେଲୁଗୁ ଚଳଚ୍ଚିତ୍ର 'ମିଶନ୍…

ଚିକିତ୍ସା କରାଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ତାନ୍ତ୍ରିକ ଏବଂ ତାଙ୍କ ସହଯୋଗୀ

ଲକ୍ଷୌ: ଚିକିତ୍ସା କରାଇବା ବାହାନରେ ଦୁଷ୍କର୍ମ କଲେ ବାବା । ବୟସର ତାରତମ୍ୟ ଭୁଲିଯାଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇଜଣ ସହଯୋଗୀ ମଧ୍ୟ ଏଥିରେ ସପୃକ୍ତିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ମେରୁଟରୁ ଆସିଛି ଏଭଳି ଖବର । ଲିସାଡି…

ଦିଲ୍ଲୀ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସିବିଆଇ ହେଡକ୍ୱାର୍ଟରରେ ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ବିଲ୍ଡିଂରେ ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦିଲ୍ଲୀର ଲୋଧି ରୋଡରେ ଥିବା ସିବିଆଇ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ…