Odia News Portal

ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ସରପଞ୍ଚଙ୍କ ଦୁଇ ପୁଅ । ବିନା କାମରେ ସାଢ଼େ ୭ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଆସିଛି । ସରପଞ୍ଚଙ୍କ ବଡ଼ପୁଅ ସତ୍ୟବ୍ରତ ବରାଳ ଓ ସାନପୁଅ ଉତ୍ତମ ବରାଳ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସରପଞ୍ଚ

ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି

ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କବାଡି ମହାକୁମ୍ଭ, କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବଢୁଛି କ୍ରେଜ୍

କଟକରେ କବାଡି କ୍ରେଜ୍ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କବାଡି ମହାକୁମ୍ଭ । ଓଡ଼ିଶାକୁ ଚଳିତ ବର୍ଷ ୭୧ତମ ଜାତୀୟ ସିନିୟର ପୁରୁଷ କବାଡି ଚାମ୍ପିୟନଶିପ ଆୟୋଜନର ସୁଯୋଗ ମିଳିଛି । ତେଣୁ କଟକରେ ଦେଶର ପ୍ରାୟ ସବୁ ଅନ୍ତର୍ଜାତୀୟ କବାଡି ଷ୍ଟାରଙ୍କ ସହ ପ୍ରୋ-କବାଡି

୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା

ଟ୍ରାପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ବର୍ଷା ସହ ଝଡ଼ ପବନ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲାକୁ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବାଲେଶ୍ୱର ,

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ, ଯାତ୍ରୀ ସୁରକ୍ଷିତ

ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ। ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରଫାଷ୍ଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁଁ ବାଲେଶ୍ବର ସବିରା ଷ୍ଟେସନରେ ଟ୍ରେନ ଅଟକି ରହିଛି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଟ୍ରେନ ଠିକ୍ ହେବାକୁ

ମୋ ବସରେ ଲାଗିଲା ନିଆଁ ; କଟକ ବିରୂପା ବ୍ୟାରେଜ ନିକଟରେ ଅଘଟଣ

ମୋ ବସରେ ଲାଗିଲା ନିଆଁ । କଟକ ବିରୂପା ବ୍ୟାରେଜ ନିକଟରେ ବସରେ ଲାଗିଲା ନିଆଁ। ପ୍ରଥମେ ବସରୁ ଧୂଆଁ ବାହାରିବାରୁ ବସକୁ ରୋକାଯାଇଥିଲା,ଏବଂ ସବୁ ଯାତ୍ରୀ ଓହ୍ଲାଇପଡିଥିଲେ। ଧୂଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ, ପାଖାପାଖି ୭୦ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ

ନୀତିଶଙ୍କୁ ନେଇ ଟଣାଓଟରା : ଆରଜେଡି କହିଲା, ଆମ ସହ ମିଶିବେ ବୋଲି ଦିଲ୍ଲୀ ଗଲେନି

୨୭ ବର୍ଷ ପରେ ବିଜେପି ଦଖଲରେ ଦିଲ୍ଲୀ । ଏଥର ରେଖା ଗୁପ୍ତାଙ୍କ ସରକାର । ଏତେଦିନ ପରେ ରାଜଧାନୀରେ ବିଜେପି ସରକାର କରିଥିବାରୁ ନେତା ଓ କର୍ମୀ ସମସ୍ତେ ଖୁସି ଥିଲେ । ସେଇଥି ଲାଗି ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା , କେନ୍ଦ୍ରମନ୍ତ୍ରୀଙ୍କ ଗହଳି ଦେଖିବାକୁ ମିଳିଥିଲା ରାଜଧାନୀ

ବିଧାନସଭାରେ ମାହାଙ୍ଗା ତାତି

ବିଧାନସଭାରେ ଉଠିଲା ମାହାଙ୍ଗା ତାତି । ମୁହାଁମୁହିଁ ହେଲେ ଅରୁଣ-ସାରଦା । ଶୁକ୍ରବାର ଶୂନ୍ୟକାଳରେ ମାହାଙ୍ଗା ରାଜନୀତି ପ୍ରସଙ୍ଗ ଉଠାଇ ଏହି ଦୁଇ ବିଧାୟକ ଗୃହକୁ ସରଗରମ କରିଛନ୍ତି । ଜଣେ ପ୍ରଶ୍ନ ବାଢ଼ିଥିଲେ, ତ ଆଉ ଜଣେ ରଖିଥିଲେ କଡ଼ା ଉତ୍ତର । ବିଧାୟକ ଅରୁଣ ସହୁ କହିଛନ୍ତି, ଆନ୍ଦୋଳନ

କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ସାମିଲ

କଂଗ୍ରେସର ମିଶନ ଘର ସଜଡା । ନୂଆ ପିସିସି ସଭାପତି ଚୟନ ପରେ ପୁରା କଂଗ୍ରେସ କ୍ୟାମ୍ପରେ ହଲ୍‌ଚଲ୍‌ । ପ୍ରଥମେ ଦଳରୁ ବହିଷ୍କୃତ ଏବଂ ଦଳ ଛାଡିଥିବା ନେତାଙ୍କୁ ଘରବାହୁଡ଼ା ପାଇଁ ଅନୁରୋଧ କରାଗଲା । ପରେ ଭୁବନେଶ୍ୱରୁ ପୁରୀ ଯାଏଁ ଆରମ୍ଭ ହେଲା ସଂକଳ୍ପ ପଦଯାତ୍ରା । ଆଉ ଏବେ ଦଳ ଏବଂ ବିଧାୟକଙ୍କ

୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ନୂଆପଡ଼ା କୋମନା ଥାନା କେନ୍ଦୁଭଟା ଗାଁରେ ଅବକାରୀ ବିଭାଗର ଚଢ଼ାଉ  ।  ୧୩ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକ୍‌ଅପ ଭ୍ୟାନ୍‌ ଜବତ। ତେବେ ଅବକାରୀ ଟିମ୍‌କୁ ଦେଖି ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଏବଂ ଡ୍ରାଇଭାର ଫେରାର ହୋଇଯାଇଛନ୍ତି ।  ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା