Odia News Portal

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ପୁଣି ତଦନ୍ତ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ

ନବ ଦାସ ରୋଷେୟା ମୃତ୍ୟ ମାମଲାରେ ଖୋଲତାଡ଼ ଆରମ୍ଭ କଲା ଝାରସୁଗୁଡ଼ା ପୋଲିସ। ପ୍ରଥମ ଦିନରେ ନବ ଦାସଙ୍କ ଘରର ଗେଟ୍ କିପର ହେମ ସାଗର ନାୟକଙ୍କୁ ୭ ଘଣ୍ଟା ଜେରା କରିଛି ପୋଲିସ । ରୋଷେୟା ଲଳିତ ସାହୁ ମୃତ୍ୟ ମାମଲାରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିକୁ ଝାରସୁଗୁଡ଼ା ପୋଲିସ ପକ୍ଷରୁ

ଜଙ୍ଗଲ ସୁରକ୍ଷା ନିମିତ୍ତ ନିଆଯ।ଉଥିବା ପଦକ୍ଷେପ

ରାଜ୍ୟ ସରକାର କାଠଚୋରମାନଙ୍କ କବଳରୁ, ଅଗ୍ନିକାଣ୍ଡରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଓ ଶିକାରୀମାନଙ୍କ କବଳରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସେଗୁଡିକ ହେଲ। –୧. ବିଭାଗୀୟ କର୍ମଚାରୀ ଓ ସ୍କ୍ୱାର୍ଡମାନଙ୍କ ଦ୍ୱାରା ନିୟମିତ ପେଟ୍ରୋଲିଂ

ଆବାସ: ୧୨ ଲକ୍ଷ ୫୦ ହଜାର ଆବେଦନ

ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ଆରମ୍ଭ ହୋଇଥିବା ପଞ୍ଜୀକରଣ ସଂଖ୍ୟା ୧୨ଲକ୍ଷ୍ୟ ୫୦ହଜାର ପହଞ୍ଚିଲାଣି । ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଛନ୍ତି କେବଳ ଯୋଗ୍ୟ

ଅରୁଣ-ସାରଦା ମୁହାଁମୁହିଁ

ମାହାଙ୍ଗାକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ଅରୁଣ ଆଉ ସାରଦା । ଶୁକ୍ରବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ମାହାଙ୍ଗା ପ୍ରସଙ୍ଗ । ଯେଉଠି ବିଜେଡି ବିଧାୟକ ଅରୁଣ କହିଥିଲେ, ବିଜେଡ଼ିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି

କଟକ ବାଲିଯାତ୍ରାରୁ ଆଦାୟ ହୋଇଛି ୬.୩୮ କୋଟି ଟଙ୍କା: ମନ୍ତ୍ରୀ

ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଶ୍ନକାଳରେ କଟକ ବାଲିଯାତ୍ରା ଉପରେ ଆଲୋଚନା ହୋଇଛି। ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବାଲିଯାତ୍ରାରେ ଷ୍ଟଲ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ। ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ସଂସ୍କୃତି ଓ

ଫେବୃଆରୀ ୨୨ରୁ ମାର୍ଚ୍ଚ ୨ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା

 ସୁଭଦ୍ରା ଶକ୍ତି ମେଳା କରିବେ ନୂଆ ସରକାର । ୨୨ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସୁଭଦ୍ରା ଶକ୍ତି ମେଳା ୨୦୨୫” ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳାରେ ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍) ଏବଂ

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

 ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି। ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ

ବାଲିଯାତ୍ରାକୁ ନେଇ ପ୍ରଶ୍ନକାଳରେ ଆଲୋଚନା 

ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥି ମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ

ଆଶ୍ରୟସ୍ଥଳୀ ପାଇଁ ଖର୍ଚ୍ଚ ହେବ ୪୮ କୋଟି : ମନ୍ତ୍ରୀ 

ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି ହେବ । ଚଳିତବର୍ଷ ୮୧୨ ଟି ଆଶ୍ରୟସ୍ଥଳୀର ମରାମତି ହେବ । ସରକାର ନିଷ୍ପତ୍ତି ନେଇଥିବା କହିଲେ ବିପଯ୍ୟୟ ପରିଚାଳନା ମନ୍ତ୍ରୀ । ପ୍ରତି ଆଶ୍ରୟସ୍ଥଳୀ ମରାମତି ପାଇଁ ୬ ଲକ୍ଷ ଟଙ୍କା ବ୍ୟୟବାରାଦ କରାଯାଇଛି । ଏଥିପାଇଁ ୪୮ କୋଟି ୭୨ ଲକ୍ଷ ଟଙ୍କା

ହୀରାକୁଦକୁ ନେଇ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମୁକେଶ ମହାଲିଙ୍ଗ

ହୀରାକୁଦ ପ୍ରସଙ୍ଗରେ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ ହୀରାକୁଦ ବନ୍ଧ ନେଇ ପ୍ରଶ୍ନ କରିଥିଲେ । ଆଉ କହିଥିଲେ, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ତେଣୁ କିଛି ବ୍ୟାରେଜ୍ କରିବା ପାଇଁ