ଆରମ୍ଭ ହେଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏୟାରଲିଫ୍ଟ ପ୍ରକ୍ରିୟା
କଟକ: ଏୟାରପୋର୍ଟ ଅଭିମୁଖେ ନିଆଯାଉଛି ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କୁ । ଆଜି ତାଙ୍କୁ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ କୋଲାକାତା ନିଆଯିବ । କୋଲକାତାର ୪ଜଣିଆ ଡାକ୍ତରୀ ଦଳ ତାଙ୍କୁ ନେବାକୁ!-->…
