Odia News Portal

ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବେ ଏସଆରସି ପ୍ରଦୀପ ଜେନା । କରୋନା ପାଇଁ ବଡ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ସରକାର । ତେବେ ଆଜି

ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଭାରତ ଗସ୍ତ ବାତିଲ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ଭାରତ ଗସ୍ତ ବାତିଲ କରିଛନ୍ତି ବୋରିସ ଜନସନ ।

ସ୍ୱର୍ଗଦ୍ଵାର ରୂପାନ୍ତରଣ 5T କାର୍ଯ୍ୟକ୍ରମର ଯୁଗାନ୍ତକାରୀ ଆଦର୍ଶ

ପୁରୀ: ଓଡ଼ିଶା ଏବଂ ଦେଶର ହିନ୍ଦୁମାନଙ୍କର ବହୁ ସମ୍ମାନିତ ସ୍ଥାନ ହେଉଛି ସ୍ୱର୍ଗଦ୍ୱାର| ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଏକ ଆଧୁନିକ ଶ୍ମଶାନ ଭାବେ ରୂପାନ୍ତର ପଥରେ ଆଗେଇ ଚାଲିଛି ଏହାର କାର୍ଯ୍ୟ । ' ସ୍ୱର୍ଗ ଦ୍ୱାର ଶବ୍ଦର ଅର୍ଥ ହେଉଛି ସ୍ୱର୍ଗ ପାଇଁ ଦ୍ୱାର' ଗତ ଏକ ବର୍ଷ ଧରି ଓଡିଶା

ପିପିଲି ଉପନିର୍ବାଚନ ପାଇଁ ରାଲି କରିବନି ବିଜେଡି

ଭୁବନେଶ୍ୱର: ରାଜ୍ୟରେ କରୋନାର ସଂକ୍ରମଣ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନଜରରେ ରଖି ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । ଏନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ

ଦିଲ୍ଲୀରେ ମଦ କିଣିବାକୁ ଲମ୍ବା ଲାଇନ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ୨୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା ପରେ ସହରରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଜାତୀୟ ରାଜଧାନୀର ଲୋକମାନେ ମଦ କିଣିବା ପାଇଁ ଧାଡିରେ ଠିଅ । ହୋଇଥିବା ଦେଖିବାକୁ ମିଳୁଛି । ଦୃଶ୍ୟଗୁଡ଼ିକ ଗୋଲେ ବଜାର

କୁକୁଡାଖଣ୍ଡିରେ ବିସ୍ଫୋରଣ ୨ମୃତ, ୩ ଗୁରୁତର

ଗଞ୍ଜାମ: କ୍ରସର ପାଇଁ ଘରେ ଥିବା ବିସ୍ଫୋଟକ ଗ୍ୟାସ୍ ଫାଟିବା ପରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାନୁଯାୟୀ, ବ୍ରହ୍ମପୁର ଉପଖଣ୍ଡ ସଦର ଥାନା କୁକୁଡ଼ାଖଣ୍ଡି ଏବି

ଆସନ୍ତା ୨୬ ପର୍ଯ୍ୟନ୍ତ ଦିଲ୍ଲୀରେ ତାଲାବନ୍ଦ

*ଦିଲ୍ଳୀରେ ଲାଗୁ ହେଲା ୬ ଦିନିଆ ଲକଡାଉନ୍ | *ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | *କରୋନା ସଂକ୍ରମଣ ଅସମ୍ଭାଳ ହେବାରୁ କଡ଼ା ପଦକ୍ଷେପ | *ଦିଲ୍ଲୀରେ ପ୍ରତି ୩ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ |

ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ତଥା ଲେଖକ ସୁମିତ୍ରା ଭବେଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ସେ ଆରପାରିକୁ ଚାଲିଯାଇଛନ୍ତି। ବିଶିଷ୍ଟ ମରାଠୀ ଚଳଚ୍ଚିତ୍ର ନିର୍ମାତାଙ୍କୁ 78 ବର୍ଷ ବୟସ ହୋଇଥିଲା । , ସୁମିତ୍ରା ଭେବ ଅନେକ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର