Odia News Portal

ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ପୁରୀରେ ଏୟାରପୋର୍ଟ ନିର୍ମାଣ ଲାଗି ବହୁଦିନ ହେବ ଚର୍ଚ୍ଚା ହେଉଥିଲା । ବିମାନବନ୍ଦର ନିର୍ମାଣ ଲାଗି ଯେଉଁସ୍ଥାନ ପ୍ରସ୍ତାବ ଦିଆଯାଇଥିଲା ଆଜି ସେଠାରେ ସର୍ଭେ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଅଥରିଟି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବା ସୂଚନା…

ଆଦିବାସୀଙ୍କ କାନ୍ଧ ପାଲଟିଛନ୍ତି ମାଲକାନଗିରିର ଆଶା ଦିଦି ପଦ୍ମା ପାଙ୍ଗୀ

ମାଲକାନଗିରି: ମୁଣ୍ଡ ଉପରେ ଡହଡହ ଖରା । ହାତରେ ଫାଇଲ ଓ ମୁହଁରେ ମାସ୍କ ପିନ୍ଧି କରୋନା ଯୁଦ୍ଧରେ ଜିତିବାକୁ ପ୍ରୟାସ । ଲୋକମାନଙ୍କୁ ସେଚତନ କରିବା ସହ ସାଧାରଣ ରୋଗୀଙ୍କ ପାଇଁ କାନ୍ଧ ପାଲଟିଛନ୍ତି ଆଶା ଦିଦି । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳ ଅଣ୍ଡ୍ରାହଲ…

ରଥଯାତ୍ରା ଲାଗି ବିଶାଳ ରାଲି

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ବିଶାଳ ରାଲି କରାଯାଇଛି । ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଆଜି ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରିଥିଲେ । ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ଏହି…

ମାଇକ୍ରୋସଫ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶଦଭବ ସତ୍ୟ ନାଡେଲା

ୱାଶିଂଟନ: ପୁଣି ଆନ୍ତର୍ଜାତୀୟ ସ୍ତରରେ ଭାରତୀୟଙ୍କ କ୍ଷ୍ୟାତି । ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହାର ଚିଫ ଏକଜିକ୍ୟୁଟିଭ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ମାଇକ୍ରୋସଫ୍ଟର ଚେୟାରମ୍ୟାନ ଥିବା ଜନ୍…

ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ ଖୋଲିବାରେ ବିଳମ୍ବ ହେଉଛି । ତେବେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନଲାଇନରେ କ୍ଲାସ କରାଯାଇଛି । ଏବେ ୟୁଟ୍ୟୁବରେ ପାଠ ପଢ଼ିବେ ଛାତ୍ର ଛାତ୍ର । ପ୍ରଥମେ ଦଶମ, ନବମ ଓ ପରେ ଦ୍ୱାଦଶ ଆଉ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ…

ଜୁଲାଇ ୩୧ ସୁଦ୍ଧା ବାହାରିବ ଯୁକ୍ତ ୨ ସିବିଏସଇ ଫଳାଫଳ

ନୂଆଦିଲ୍ଲୀ: ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ । ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏଥିପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ…

ଯୁକ୍ତ ୨ ମୂଲ୍ୟାଙ୍କନର ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାଙ୍କନ ଲାଗି ବାରମ୍ବାର ବସୁଛି ବୈଠକ । ତେବେ ଏଯାବତ ବାହାରିପାରିଲାନି ନିଷ୍କର୍ସ । ଗତକାଲି ୨୦୨୧-୨୨ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଆଜି ଅନ୍ତିମ ବୈଠକରେ ଚୂଡାନ୍ତ…

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ତପୁମିଶ୍ର ଗୁରୁତର

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ୨୬ଦିନ ହେବ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ତପୁମିଶ୍ର । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ସୂଚନା ମିଳିଛି । ତାଙ୍କର ଅକ୍ସିଜେନ ଲେବଲ କମିବାରେ ଲାଗିଛି । ତେବେ ଏବେ ସେ ଭୁବନେଶ୍ୱରର ଏକ…

ରାଜ୍ୟରେ ନୂଆ ଯାନବାହାନ ପଞ୍ଜିକରଣକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା ହେବାପରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ବନ୍ଦ…

୫ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲେଡନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତାତି ଧିରେ ଧିରେ କମିଥିବା ବେଳେ ପୁଣିଥରେ ନୟାଗଡ଼ ଜିଲ୍ଲାରୁ ଆସିଛି ଆଉ ଏକ ଶିଶୁ ନିଖୋଜ ଘଟଣା । ତେବେ ନିଖୋଜ ହୋଇଥିବା ନାବାଳିକାର ଆଜି ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ…