Odia News Portal

ଭାବି ସମୁଦି ପ୍ରଦୀପ ଓ ଅଭୟ କରୋନାରେ ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରରେ ସଂକ୍ରମଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ସମୟରେ ଝାରପଡ଼ା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କଏଦୀ କରୋନା ଆକ୍ରାନ୍ତ

କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ହେଲା ରଦ୍ଦ

କୋରାପୁଟ: କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ରଦ୍ଦ। କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିଷଦ ନିର୍ବାଚନକୁ ବେଆଇନ ଘୋଷଣା କଲେ ଆନ୍ଦ୍ର ହାଇକୋର୍ଟ । ନିୟମ ଅନୁଯାୟୀ ନିର୍ବାଚନ କରାଯାଇ ନଥିବାରୁ ନିର୍ବାଚନ ରଦ୍ଦ କରିଛନ୍ତି ହାଇକୋର୍ଟ । ନିର୍ବାଚନ ପାଇଁ ନିୟମ ଉଲ୍ଲଘଂନ ଅଭିଯୋଗ ନେଇ ଆନ୍ଧ୍ର

ପାରମ୍ପାରିକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ସିଟ୍‌ରୁ ଲଢ଼ିବେ ବିଧାନସଭା ନିର୍ବାଚନ । ଆଜି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବନୀପୁରରୁ ସିଟ୍‌ରୁ ଇସ୍ତଫା ଦେଇଛନ୍ତି। ଶୋଭନ ଦେବଙ୍କ ଇସ୍ତଫା ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଗ୍ରହଣ କରିଛନ୍ତି। ଭବାନୀପୁର ମମତା

ମେ’ ଶେଷ ସୁଦ୍ଧା ରାଜ୍ୟରେ କମିବ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ସମୟରେ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ବଢ଼ୁଛି । ଟେଷ୍ଟିଂ ଅନୁଯାୟୀ, ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ

୮ବର୍ଷ ପରେ ଦୋଷମୁକ୍ତ ହେଲେ ତରୁଣ ତେଜପାଲ

ମୁମ୍ବାଇ: ୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ। ‘ତେହେଲ୍କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ

ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ପଞ୍ଜାବ: ବାୟୁସେନାର ଲଢୁଆ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ । ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ ମିଗ୍-୨୧ର ଉଡ଼ାଣ ଭରିଥଲେ । ଯାହାପରେ

ରାଜ୍ୟରେ ମହାମାରୀ ନେଲା ସର୍ବାଧିକ ୨୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା ତା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ଆକ୍ରାନ୍ତ ପ୍ରାଣ ନେଇଛି ମହାମାରୀ । ୨୪ ଘଣ୍ଟାରେ ୨୭