ସାଙ୍ଘାତିକ କରୋନାସ୍ଥିତି: ଦିନକରେ ୧୦୦୩୧ ପଜିଟିଭ୍
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସ୍ଥିତି ଭୟାନକ ରୂପ ଧାରଣ କରିବାରେ ଲାଗିଛି ।ଗତ କାଲିର ସଂକ୍ରମଣ ସଂଖ୍ୟା ଅପେକ୍ଷା ଆଜି ଚିହ୍ନଟ ସଂକ୍ରମିତ ସଂଖ୍ୟା କମିଥିଲେ ମଧ୍ୟ ଏତେ ସଂଖ୍ୟକ ସଂକ୍ରମିତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ!-->…
