ଅମ୍ରିତଙ୍କ ଚିକିତ୍ସା ଲାଗି ଖର୍ଚ୍ଚହେବ ୨କୋଟି
ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତଙ୍କ ଚିକିତ୍ସାରେ ଖର୍ଚ୍ଚ ହେବ ୨ କୋଟି ଟଙ୍କା । ତେବେ ଅମ୍ରିତଙ୍କୁ ଚିକତ୍ସା ଲାଗି ସହଯୋଗ ସୁଅ ଛୁଟିବାରେ ଲାଗିଛି । ୮୦ ଲକ୍ଷ ଟଙ୍କା ଏଯାବତ ଆସିଥିବା ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ତେବେ ଆଗାମୀଦିନରେ ଏଭଳି ସହଯୋଗ କରିବା ସହ ତାଙ୍କ ଭାଇଙ୍କ!-->…
