Odia News Portal

ରାଜ୍ୟର ଏହି ୨ ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଗାଁକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଛି। ଫୁଲବାଣୀ

ବଙ୍ଗୋପସାଗରରେ ଏ ବର୍ଷର ପ୍ରଥମ ଲଘୁଚାପ

ଭୁବନେଶ୍ୱର : ଭାରତୀୟ ପାଣିପାଗର ସୂଚନା ଅନୁଯାୟି ଏ ବର୍ଷର ପ୍ରଥମ ଲଘୁିଚାପ ସୃଷ୍ଟି ହୋଇଛି ବଙ୍ଗୋପସାଗରରେ, ଏହା ଶକ୍ତିଶାଳି ହୋଇ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା କାଲି ସୁଦ୍ଦା ଏହା ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ବାବନା ଥିବାର ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ

ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ବାଇଡେନ୍‌

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ୨୨-୨୩ ଆୟୋଜିତ ହେବ । ଜଳବାୟୁ ସମ୍ମିଳନୀରେ ଯୋଗଦାନ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ବାଇଡେନଙ୍କ ଏହି ଆମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ଏବଂ