ଆଜି ମହାପ୍ରଭୁଙ୍କ ଭଉଁରୀ ନୀତି
ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ଭଉଁରୀ ନୀତି । କୋଭିଡ କଟକଣା ମଧ୍ୟରେ ରୀତି ନୀତି ଅନୁସାରେ ଚାଲିଥିବା ଦେଖିବାକୁ ମିଳିଛି । ଜୋରସୋରରେ ଆଗେଇ ଚାଲିଛି ରଥକାମ । ତିନି ରଥର ଚକଅଖ ନୀତି ସମ୍ପନ୍ନ ହେବ । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି ।!-->…
