Odia News Portal

ରାଜଧର୍ମ ଆଗରେ ବ୍ୟକ୍ତିଗତ ଆବେଗ ମୂଲ୍ୟହୀନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ । ଦଳର ନେତା ଓ କର୍ମୀ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରିବେ । ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନେ ସମସ୍ତେ ବିଜେଡି ପରିବାରର । ମୁଖିଆଙ୍କ ଏହି ନିର୍ଦ୍ଦେଶକୁ ମାନି ଘରଦ୍ୱାର ଛାଡି ଦଳର ନେତାମାନେ ବିଭିନ୍ନ ଅଂଚଳରେ…

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର…

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଧିମା ପଡିଛି ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ଲଗାତାର ତୃତୀୟ ଦିନରେ କରୋନାର ଦୈନିକ ସଂକ୍ରମଣ ଦୁଇ ଲକ୍ଷରୁ କମ୍ ଆସିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ତିନି ହଜାରରୁ ଅଧିକ ରହିଛି| କରୋନା ସହିତ ବ୍ଲାକ…

ଓଡିଶାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି: ନବୀନ

ଭୁବନେଶ୍ବର: ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ।ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆରମ୍ଭ ହୋଇଛି ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଛି।ଦୁଇବର୍ଷ ତଳେ ମେ’ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ।ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି…

୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କମିଛି ସଂକ୍ରମଣର ମାତ୍ରା ।କିନ୍ତୁ ଓଡ଼ିଶା ସରକାର ମହାମାରୀର ୩ୟ ଲହରକୁ ସାମ୍ନା କରିବାକୁ ଏବେ ଠାରୁ ଅଣ୍ଟା ଭିଡିଛନ୍ତି ।ଓଡିଶା ସରକାର କରୋନା ମୁକାବିଲା ପାଇଁ ୫ ହଜାର ୨ଡିଜି ପ୍ୟାକେଟ୍ ଅର୍ଡର କରିଛନ୍ତି । ଜୁନ ୧୦ ପରେ ୨ଡିଜି ଓଡିଶାକୁ ମିଳିବ…

କାର ଭିତରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା

ଭାରତପୁର(ରାଜସ୍ଥାନ) : ଡାକ୍ତର ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା । ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ହତ୍ୟା । ସିସିଟିଭିରେ କଏଦ ମର୍ଡର ଲାଇଭ । ରାଜସ୍ଥାନର ଭାରତପୁରର ନଜର ଆସିଛି ଛାତି ଥରାଇଲା ଭଳି ଦୃଶ୍ୟ । ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତ୍ତିଙ୍କୁ ନିର୍ମମ…

ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ

ଆଲୀଗଡ : ୟୁପି ଆଲିଗଡରେ ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକଙ୍କ ଅବସ୍ଥା ଗୁରୁତର ହୋଇଛି । ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ମୃତ୍ୟୁ ଜାରି ରହିଥିଲା । ରାତି ୩ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଥିଲା । ଯାହାର ଅଫିସିଆଲ୍ ଅପଡେଟ୍ ପ୍ରକାଶ ପାଇଥିଲା ଏବଂ ଏ…

ୟୁଏଇରେ ଆଇପିଏଲ୍‌ର ବାକି ମ୍ୟାଚ୍‌, ଖୁବଶୀଘ ତାରିଖ ଘୋଷଣା

ମୁମ୍ବାଇ : ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…