Sign in
Sign in
Recover your password.
A password will be e-mailed to you.
5T ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା
ଭୁବନେଶ୍ୱର: ଆଜି 5T ସଚିବ ଭି.କେ ପାଣ୍ଡିଆନ୍ଙ୍କ ଜନ୍ମଦିନ ।୨୦୦୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ,ଶ୍ରୀ ପାଣ୍ଡିଆନ ଯିଏକି ଓଡିଶାର ପରିବର୍ତ୍ତନ ଏବଂ ବିକାଶରେ ଏକ ମାଇଲ ଖୁଣ୍ଟି ଭାବରେ ପରିଚିତ, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟରେ!-->…
ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ପରଲୋକ
ଭୁବନେଶ୍ୱର: କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ । କରୋନା କାରଣରୁ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର!-->…
ରାଜ୍ୟରେ କମୁଛି ସଂକ୍ରମଣ: ଆଜି ୭୧୮୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧୮୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୭୧୪୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୬୨ ଜଣ ସ୍ଥାନୀୟ!-->…
ଶ୍ରୀକାନ୍ତ ଓ ସାଇନାଙ୍କ ଅଲମ୍ପିକ୍ ସ୍ବପ୍ନ ଧୂଳିସାତ
ହାଇଦ୍ରାବାଦ: । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍ରୁ ବାଦ୍ ପଡ଼ିଛନ୍ତି। ଜୁନ୍ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ। ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ!-->…
କୁରାନ୍ ଓ ମୋଇନଙ୍କ ଚିନ୍ତାରେ ସିଏସକେ
ନୂଆଦିଲ୍ଲୀ: କରୋନା ଭାଇରସ୍ କାରଣରୁ ସ୍ଥଗିତ ହୋଇଥିବା ଆଇପିଏଲ-୨୦୨୧ ସେପ୍ଟେମ୍ବରରେ ଆୟୋଜିତ ହୋଇପାରେ। ରିପୋର୍ଟ ମୁତାବକ, ବିସିସିଆଇ ୟୁଏଇରେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ଆୟୋଜନ କରିପାରେ। ଏ ନେଇ ବୋର୍ଡ ତା’ର ଏସଜିଏମରେ ନିଷ୍ପତ୍ତି ନେଇପାରେ । ଏବେ ଖବର ମିଳିଛି ଯେ ଆଇପିଏଲର ବାକି!-->…
ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ସହ ଅଛି କେନ୍ଦ୍ର : ଧର୍ମେନ୍ଦ୍ର
୨୬୭୩ କୋଟି ଦେଲେଣି ମୋଦି ସରକାର
କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ
ନୂଆଦିଲ୍ଲୀ: ଜିଏସଟି ପରିଷଦ କୋଭିଡ ସାମଗ୍ରୀ ଆମଦାନୀ ଉପରେ ଆଇଜିଏସଟି ଛାଡ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆମଦାନୀ ଉପରେ ଏହି ଶୁଳ୍କ ରିହାତି ମିଳିବ ବୋଲି ସୀତାରମଣ କହିଛନ୍ତି। ଏଥିରେ ବ୍ଲାକ!-->…
୨୦୦ ବର୍ଷ ପୁରୁଣା ଭୂତ ମାନଙ୍କର ଗାଆଁ କୁଲଧରା
ରାଜସ୍ଥାନ: ଏହି କାହାଣୀ ୨୦୦ ବର୍ଷ ପୁରୁଣା ଏକ ସମାଧାନ ହୋଇନଥିବା ରହସ୍ୟର | ଏହି କାହାଣୀ ଦେଶର ସବୁଠାରୁ ଭୟଭୀତ ଗାଁ କୁଲଧରା ବିଷୟରେ ଅଟେ | ଏକ ଅଭିଶାପ ଏହି ଗାଁକୁ ସବୁଦିନ ପାଇଁ ଜନଶୂନ୍ୟ କରିଦେଇଛି |ତେବେ ଏହି ଗାଁରେ କାହିଁକି କିଛି ଅଜବ ଦୁର୍ଘଟଣା ଘଟେ? କାହିଁକି ସେହି ରହସ୍ୟମୟ!-->…
ମମତାଙ୍କ ଉପରେ ବର୍ଷିଲେ ରାଜନାଥ: କହିଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଘୂର୍ଣ୍ଣିବଳୟ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଗଜପତ୍ର ହସ୍ତାନ୍ତର କରି ତୁରନ୍ତ ଫେରି ଆସିବା ଘଟଣା ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା!-->…
