Odia News Portal

କମିବ ବର୍ଷା ପ୍ରକୋପ

ଭୁବନେଶ୍ୱର : ଭେରି ସିଭିୟର ସାମୁଦ୍ରିକ ବାତ୍ୟା ୟାସ୍ ଉତର-ଉପକୂଳ ଓଡିଶାରୁ ଉତର-ଉତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଂଟା ମଧ୍ୟରେ ବାତ୍ୟାର ବେଗ ଘଂଟା ପ୍ରତି ୧୦ କିମି ରହିଛି ।ଏହାକ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ତେବେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି…

ଭୁବନେଶ୍ୱରରେ ଆଜିଠୁ ହେବ ଟିକାକରଣ

ଭୁବନେଶ୍ୱର : ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଏମସିର ସୂଚନା ଅନୁଯାୟୀ ୨୭ ଓ ୨୮ ତାରିଖ ଦିନ ପୂର୍ବ ଧାର୍ଯ୍ୟ ସମୟ…

ଭୁବନେଶ୍ୱର ଏୟାରପୋର୍ଟରେ ବିମାନ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ବାତ୍ୟା ଯିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବୁଧବାର ସନ୍ଧ୍ୟା ୭ଟାରୁ ବିମାନ ଚଳାଚଳ ପୁଣି ଥରେ ସ୍ୱାଭାବିକ ହୋଇଛି । ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି ଯେ,…

ଥିଏଟର ଏବଂ ଓଟିଟିରେ ଆସିବ ଆର୍‌ଆର୍‌ଆର୍‌

ନୂଆଦିଲ୍ଲୀ: ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ବିଗ୍‌ବଜେଟ୍ ସାଉଥ ଫିଲ୍ମ ଆର୍‌ଆର୍‌ଆର୍‌” କୁ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି । ଶୁଣିବାକୁ ମିଳିଛି ଯେ ଫିଲ୍ମଟି ଏବେ…

ସୁଶୀଲଙ୍କ ମୋବାଇଲ ଫୋନ ସନ୍ଧାନରେ ପୋଲିସ

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସୁଶୀଲଙ୍କ ବିରୋଧରେ ୮ ସାକ୍ଷୀ ଯୋଗାଡ କରିବାରେ ସକ୍ଷମ ହୋଇଛି। ଏହି ସବୁ ବ୍ୟକ୍ତି ସୁଶୀଲଙ୍କ ବିରୋଧରେ ଗୁରୁତ୍ଵପୂର୍ଣ୍ଣ ସାକ୍ଷ୍ୟ…

ପଶ୍ଚିମ ଓଡ଼ିଶାକୁ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଅ।ବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଅ।ଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ…