Sign in
Sign in
Recover your password.
A password will be e-mailed to you.
ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର : ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡି୍ରନାଲ୍!-->…
ଭାରତୀୟ ତଟରକ୍ଷୀ ବାହିନୀର ସତର୍କତାମୂଳକ ପଦକ୍ଷେପ ବଞ୍ଚାଇଲା ବହୁ ଜୀବନ
ନୂଆଦିଲ୍ଲୀ : ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ ଓଡ଼ିଶା ଉପକୂଳ ବାଲେଶ୍ବର ଠାରୁ ଦକ୍ଷିଣରେ 20 କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଅଞ୍ଚଳରେ ବ୍ୟାପକ ଆଗୁଆ ସତର୍କତାମୂଳକ!-->…
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସି ବାତ୍ୟା ୟାସର କ୍ଷୟକ୍ଷତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆକାଶମାର୍ଗରୁ ବୁଲି ଦେଖିବା ସହିତ ବାତ୍ୟା ସ୍ଥିତି ସମୀକ୍ଷା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି!-->…
ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ଅନୁଧ୍ୟାନ କଲେ ।
ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।!-->!-->!-->!-->!-->…
ୟାସ୍ ପାଇଁ କମିଲା ସଂକ୍ରମଣ: ଆଜି ୬୭୩୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା ୟାସ୍ । ଆଉ ଇତି ମଧ୍ୟରେ ସମ୍ଭାବ୍ୟ ବାତ୍ୟା ୟାସ୍ କାରଣରୁ ଆଜି ସଂକ୍ରମଣର ମାତ୍ରା କମିଛି ।ବାତ୍ୟା କାରଣରୁ ଟେଷ୍ଟିଂ କମିଥିବା ସମୟରେ ଆଜି ସଂକ୍ରମଣର ମାତ୍ରା ମଧ୍ୟ କମିଛି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ପଜିଟିଭ୍ ଚିହ୍ନଟ!-->…
ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ' ୟାସ୍ 'ର ତାଣ୍ଡବ ପରେ ସାରା ଉତ୍ତର ଓଡ଼ିଶା ଜଳମଗ୍ନ ହୋଇ ରହିଛି ।ତେବେ ଏନେଇ ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଇଜ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆଜି ଦିନ ସାଢେ ୧୨ଟା ସମୟରେ ବାତ୍ୟା ପ୍ରଭାବିତ!-->…
ବାଲେଶ୍ୱରରେ ତଦାରଖ କରିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ବାତ୍ୟା ପରବର୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ସେ ବାଲେଶ୍ୱର ଯାଇଛନ୍ତି । ବାତ୍ୟା ୟାସ୍ କ୍ରମଶଃ ଦୁର୍ବଳ ହେଉଥିଲେ ବି!-->…
