Odia News Portal

୪୦ କି.ମି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ପୁଣି  ଭାରରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪୦ କିଲୋମିଟର ଭାର ଯୋଗେ ବୁହା ହୋଇ ଜନ୍ମ ଦେଲେ କନ୍ୟା ସନ୍ତାନ। ତେବେ ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଂଚାୟତ ର ବିଛିନାଞ୍ଚଳ ଗ୍ରାମ ଗଙ୍ଗାପଡା ରେ ଦେଖିବାକୁ…

ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାଲେଶ୍ବର ଦାୟିତ୍ଵ

ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ଦାୟିତ୍ଵ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ବାତ୍ୟା ସ୍ଥିତି ଉପରେ ନଜର ରଖିବେ । ଆଇଏମ୍‌ଡିର ସୂଚନା ମୁତାବକ…

ଦେଶରେ ୨ ଲକ୍ଷ ତଳକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ :  ଦେଶରେ ୪  ଲକ୍ଷ ଟ୍ରେଣ୍ଡ୍ ପରେ  ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୧୧ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ରାଜ୍ୟରେ କମିଲା ସଂକ୍ରମଣ: ଦିନକରେ ୧୦୯୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ଚିହ୍ନଟ…

ମାଲକାନଗିରିରେ ଡଙ୍ଗାବୁଡି ୭ ନିଖୋଜ, ଜଣେ ମୃତ

ମାଲକାନଗିରି: ଚିତ୍ରକୋଣ୍ଡା ଡଙ୍ଗା ବୁଡ଼ି ସାତ ନିଖୋଜ । ତେବେ ନିଖୋଜଙ୍କ ମଧ୍ୟରୁ ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏହିପରି ହୃଦୟ ବିଦାରକ ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ । ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି…

ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍‌ରେ ପରଲୋକ

ଭୁବନେଶ୍ୱର: ଟେଲିଭିଜନ ଜଗତର ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ କୋଭିଡ୍‌ରେ ପରଲୋକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ଦେହାନ୍ତ ଘଟିଛି। ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ…

ରେସଲରଙ୍କୁ ଗୁଳି କରି ହତ୍ୟା

ରୋହତକ :  ପହିଲିମାନଙ୍କୁ ନେଇ ଆଉ ଏକ ମାମଲା ଏବେ ଚର୍ଚ୍ଚାରେ ଅଛି। ରେସଲର ସୁଶିଲ କୁମାରଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ ରବିବାର ଗିରଫ କରିଛି। ରୋହତକରେ ଜଣେ ରେସଲରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସୋମବାର ସନ୍ଧ୍ୟାରେ ବୈଶ୍ୟ ଶିକ୍ଷଣ ସଂସ୍ଥାର ଗ୍ରାଉଣ୍ଡରେ…

୩ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର : ବାତ୍ୟା ‘ୟଶ୍’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଜାହାଜ ଚଲାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀଙ୍କ ଅଧ୍ୟକ୍ଷତାରେ…

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ “ୟାଶ୍’: ସିଇସି

ଭୁବନେଶ୍ୱର : ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦି୍ରଭୂତ ହୋଇଥିବା ଘୂର୍ଣ୍ଣିଝଡ "ୟଶ୍' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା…