Odia News Portal

ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଧିରେ ଧିରେ ମାଡ଼ି ଆସୁଛି ବାତ୍ୟା ୟସ୍ । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ୫ ଜିଲ୍ଲାରେ ୫ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ…

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟସ୍‌ ।ତେବେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଡବଲ୍ ଚ୍ୟାଲେଞ୍ଜ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି ।କିଭଳି କୋଭିଡ୍ ଗାଇଡ ଲାଇନକୁ ଅନୁସରଣ କରି ବାତ୍ୟା ମୁକାବିଲା କରାଯିବ ସେ ଉପରେ ଫୋକସ୍ ରଖିଛନ୍ତି ରାଜ୍ୟ ସରକାର ।ଆଉ ଏହା…

ରାଜ୍ୟରେ ଆଜି ୧୧୦୫୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୬୬ ଜଣ ସ୍ଥାନୀୟ…

କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ ମାମଲାରେ ବ୍ରେକ ଲାଗୁନି। ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଭାରତ…

ଭାରତରେ ବହୁତ କିଛି ଶିଖିଛି : ଏଲି ଅଭ୍ରାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଅଳ୍ପ ବୟସରେ ଭାରତ ଯାଇଥିବା ଅଭିନେତ୍ରୀ ଏଲି ଅଭ୍ରାମ କହିଛନ୍ତି ଯେ ଏଠାରେ ରହିବା ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି।ଏହି ଅଭିନେତ୍ରୀ ମୂଳତ ସ୍ୱିଡେନର ଷ୍ଟକହୋମରୁ ଆସିଛନ୍ତି ଏବଂ କହିଛନ୍ତି ଯେ ଭାରତରେ ତାଙ୍କର…

ଭୁବନେଶ୍ୱର ବାସୀଙ୍କ ପାଇଁ ୫ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ…